1 Samuel 31:12 — Compare Translations

5 translations compared side by side

Odia - 1840
"ତେଣୁ ୟବଯଷର ସୈନ୍ଯମାନେ ବୈଥ୍ଶାନକକ୍ସ୍ଟ ଗଲେ, ସମାନେେ ରାତ୍ରି ତମାମ ୟାତ୍ରା କଲେ, ତା'ପରେ ସମାନେେ ସଠାେରେ ପହଁଞ୍ଚି ଶାଉଲଙ୍କର ଶରୀରକକ୍ସ୍ଟ ବୈଥଶାନ କାନ୍ଥରକ୍ସ୍ଟ ତଳକକ୍ସ୍ଟ କାଢିଲେ, ସମାନେେ ମଧ୍ଯ ଶାଉଲର ପକ୍ସ୍ଟତ୍ରମାନଙ୍କର ଶରୀରକକ୍ସ୍ଟ ୟାବେଶକକ୍ସ୍ଟ ଆଣିଲେ। ୟାବେଶର ଏହିସବୁ ଲୋକମାନେ ଶାଉଲ ଓ ତାଙ୍କର ପକ୍ସ୍ଟତ୍ରମାନଙ୍କର ଶରୀରକକ୍ସ୍ଟ ସହେିଠା ରେ ପୋଡି଼ ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସମସ୍ତ ବିକ୍ରମଶାଳୀ ଲୋକ ଉଠି ସେହି ରାତ୍ରିଯାକ ଗମନ କରି ଶାଉଲଙ୍କର ଓ ତାଙ୍କର ପୁତ୍ରମାନଙ୍କ ଶରୀର ବୈଥ୍ଶାନ ପ୍ରାଚୀରରୁ ଯାବେଶ୍କୁ ନେଇ ସେଠାରେ ସେସବୁ ଦଗ୍ଧ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ଯାବେ‌‌‌ଶ୍‌‌ର ସୈନ୍ୟମାନେ ବୈ‌ଥ୍‌ଶା‌‌ନ୍‌‌‌‌‌କୁ ଗଲେ, ସେମାନେ ରାତ୍ରି ତମାମ ଯାତ୍ରା କଲେ, ତା’ପରେ ସେମାନେ ସେଠାରେ ପହଞ୍ଚି ଶାଉଲଙ୍କର ଶରୀରକୁ ବୈ‌ଥ୍‌ଶାନ୍ କାନ୍ଥରୁ ତଳକୁ କାଢ଼ିଲେ, ସେମାନେ ମଧ୍ୟ ଶାଉଲର ପୁତ୍ରମାନଙ୍କର ଶରୀରକୁ ଯାବେ‌‌‌ଶ୍‌‌କୁ ଆଣିଲେ। ଯାବେ‌‌‌ଶ୍‌‌ର ଏହିସବୁ ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ଶରୀରକୁ ସେହିଠାରେ ପୋଡ଼ି ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସମସ୍ତ ବିକ୍ରମଶାଳୀ ଲୋକ ଉଠି ସେହି ରାତ୍ରିସାରା ଗମନ କରି ଶାଉଲଙ୍କର ଓ ତାଙ୍କର ପୁତ୍ରମାନଙ୍କ ଶରୀର ବେଥ୍-ଶାନ ପ୍ରାଚୀରରୁ ଯାବେଶକୁ ନେଇ ସେଠାରେ ସେସବୁ ଦଗ୍ଧ କଲେ।
Odia IRV 2017 (ଓଡିଆ ବାଇବେଲ)
ସମସ୍ତ ବିକ୍ରମଶାଳୀ ଲୋକ ଉଠି ସେହି ରାତ୍ରିସାରା ଗମନ କରି ଶାଉଲଙ୍କର ଓ ତାଙ୍କର ପୁତ୍ରମାନଙ୍କ ଶରୀର ବେଥ୍-ଶାନ ପ୍ରାଚୀରରୁ ଯାବେଶକୁ ନେଇ ସେଠାରେ ସେସବୁ ଦଗ୍ଧ କଲେ।