1 Thessalonians 3:7 — Compare Translations

7 translations compared side by side

Odia - 1840
"ଅତଏବ ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ବିଶ୍ବାସ ୟୋଗୁ ଆମ୍ଭେ ସାନ୍ତ୍ବନା ଲାଭ କଲୁ। ଆମ୍ଭର ଅନକେ କଷ୍ଟ ଓ ଯାତନା ଥିଲେ ମଧ୍ଯ, ଆମ୍ଭେ ସାନ୍ତ୍ବନା ଲାଭ କରିଛୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିନିମନ୍ତେ, ହେ ଭାଇମାନେ, ତୁମ୍ଭମାନଙ୍କ ବିଶ୍ଵାସ ଦ୍ଵାରା ଆମ୍ଭେମାନେ ଆମ୍ଭମାନଙ୍କ ସମସ୍ତ ସଙ୍କଟ ଓ କ୍ଳେଶଭୋଗରେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ଵନା ପ୍ରାପ୍ତ ହୋଇଅଛୁ;
Odia BSI (ପବିତ୍ର ବାଇବଲ (CL) NT (BSI))
ତେଣୁ ଭାଇମାନେ, ଆମର ସମସ୍ତ ଦୁର୍ଦ୍ଦଶା ଓ କ୍ଳେଶଭୋଗ ସମୟରେ ଆମେ ତୁମ ଯୋଗୁଁ ଉତ୍ସାହିତ ହେଉଛୁ। ତୁମ୍ଭମାନଙ୍କର ଅଟଳ ବିଶ୍ୱାସ ହିଁ ଆମକୁ ପ୍ରକୃତରେ ଜୀବିତ କରି ରଖିଛି।
Odia Bible ERV 2004 (ପବିତ୍ର ବାଇବଲ)
ଅତଏବ ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ବିଶ୍ୱାସ ଯୋଗୁଁ ଆମ୍ଭେ ସାନ୍ତ୍ୱନା ଲାଭ କଲୁ। ଆମ୍ଭର ଅନେକ କଷ୍ଟ ଓ ଯାତନା ଥିଲେ ମଧ୍ୟ, ଆମ୍ଭେ ସାନ୍ତ୍ୱନା ଲାଭ କରିଛୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିନିମନ୍ତେ, ହେ ଭାଇମାନେ, ତୁମ୍ଭମାନଙ୍କ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଆମ୍ଭମାନଙ୍କ ସମସ୍ତ ସଙ୍କଟ ଓ କ୍ଲେଶ ଭୋଗରେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ୱନାପ୍ରାପ୍ତ ହୋଇଅଛୁ;
Odia IRV 2017 (ଓଡିଆ ବାଇବେଲ)
ଏଥି ନିମନ୍ତେ, ହେ ଭାଇମାନେ, ତୁମ୍ଭମାନଙ୍କ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଆମ୍ଭମାନଙ୍କ ସମସ୍ତ ସଙ୍କଟ ଓ କ୍ଲେଶ ଭୋଗରେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ୱନାପ୍ରାପ୍ତ ହୋଇଅଛୁ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆಚ್ಯಾಸಾಟ್ನಿ ಭಾವಾನು ಅನಿ ಭೆನಿಯಾನು, ತುಮ್ಚ್ಯಾ ವಿಶ್ವಾಸಾ ವೈನಾ ಅಮ್ಕಾ ಉಮ್ಮೆದ್ ಗಾವ್ಲಿ, ಧನಿಯಾಚ್ಯಾ ವಿಶಯಾತ್ ತುಮಿ ಘಟ್ ಇಬೆ ಹಾಸಿ, ಹೆಚ್ಯಾಸಾಟ್ನಿ ಅತ್ತಾ ಅಮಿ ಉಸ್ಕೊ ನಸ್ತಾನಾ ಜಿವನ್ ಕರುಲ್ಲ್ಯಾಂವ್.