1 Thessalonians 5:26 — Compare Translations

7 translations compared side by side

Odia - 1840
"ଏକତ୍ରୀତ ହେଲା ବେଳେ, ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପବିତ୍ର ଚୁମ୍ବନ ଦଇେ ନମସ୍କାର କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସମସ୍ତ ଭାଇଙ୍କୁ ପବିତ୍ର ଚୁମ୍ଵନ ଦେଇ ନମସ୍କାର କର ।
Odia BSI (ପବିତ୍ର ବାଇବଲ (CL) NT (BSI))
ସମସ୍ତ ବିଶ୍ୱାସୀମାନଙ୍କୁ ଭ୍ରାତୃସୁଲଭ ଚୁମ୍ବନ ଦେଇ ସମ୍ବର୍ଦ୍ଧନା କର।
Odia Bible ERV 2004 (ପବିତ୍ର ବାଇବଲ)
ଏକତ୍ରିତ ହେଲାବେଳେ, ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପବିତ୍ର ଚୁମ୍ବନ ଦେଇ ନମସ୍କାର କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସମସ୍ତ ଭାଇଙ୍କୁ ପବିତ୍ର ଚୁମ୍ବନ ଦେଇ ନମସ୍କାର କର।
Odia IRV 2017 (ଓଡିଆ ବାଇବେଲ)
ସମସ୍ତ ଭାଇଙ୍କୁ ପବିତ୍ର ଚୁମ୍ବନ ଦେଇ ନମସ୍କାର କର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಗ್ಳ್ಯಾ ಭಾವಾ ಭೆನಿಯಾಕ್ನಿ ಶಾಂತಿಚೊ ಪವಿತ್ರ್ ನಮಸ್ಕಾರ್ ಕರಾ.