1 Timothy 3:1 — Compare Translations

7 translations compared side by side

Odia - 1840
"ମୁଁ ଯାହା କହୁଛି ତାହା ସତ୍ଯ: ଯଦି କହେି ଅଧ୍ଯକ୍ଷ293 ହବୋ ପାଇଁ ଚେଷ୍ଟା କରେ, ତବେେ ସେ ଭଲ କାର୍ୟ୍ଯ ଚାହୁଁଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହି କଥା ସତ୍ୟ, କେହି ଯଦି ଅଧ୍ୟକ୍ଷ ପଦ ପାଇବାକୁ ଆକାଂକ୍ଷା କରନ୍ତି, ତେବେ ସେ ଉତ୍ତମ କାର୍ଯ୍ୟ ବାଞ୍ଛା କରନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଉପାସକ ମଣ୍ଡଳୀକୁ ନେତୃତ୍ୱ ଦେବା ପାଇଁ ଯେଉଁ ବ୍ୟକ୍ତି ଉକ୍ରଣ୍ଠିତ, ସେ ନିଶ୍ଚିତ ଗୋଟିଏ ମହତ୍ କାର୍ଯ୍ୟ କରିବାକୁ ଉତ୍ସୁକ, ଏ କଥା ସତ୍ୟ।
Odia Bible ERV 2004 (ପବିତ୍ର ବାଇବଲ)
ମଣ୍ଡଳୀର ନେତାଗଣ ମୁଁ ଯାହା କହୁଛି ତାହା ସତ୍ୟ: ଯଦି କେହି ଅଧ୍ୟକ୍ଷ ହେବା ପାଇଁ ଚେଷ୍ଟା କରେ, ତେବେ ସେ ଭଲ କାର୍ଯ୍ୟ ଗ୍ଭହୁଁଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି କଥା ସତ୍ୟ, କେହି ଯଦି ଅଧ୍ୟକ୍ଷ ପଦ ପାଇବାକୁ ଆକାଂକ୍ଷା କରନ୍ତି, ତେବେ ସେ ଉତ୍ତମ କାର୍ଯ୍ୟ ବାଞ୍ଛା କରନ୍ତି।
Odia IRV 2017 (ଓଡିଆ ବାଇବେଲ)
ଏହି କଥା ସତ୍ୟ, କେହି ଯଦି ଅଧ୍ୟକ୍ଷ ପଦ ପାଇବାକୁ ଆକାଂକ୍ଷା କରନ୍ତି, ତେବେ ସେ ଉତ୍ତମ କାର୍ଯ୍ୟ ଇଚ୍ଛା କରନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ಸಾಂಗ್ತಲಿ ಹಿ ಸಂಗ್ತಿಯಾ ಖರ್ಯಾಚಿ ತಾಂಡ್ಯಾಚೊ ಮುಖಂಡ್ ಹೊವ್ಚೆ ಮನುನ್ ಯವಜ್ತಲೊ ಮಾನುಸ್ ಸಗ್ಳೆ ಕಾಮ್ ಎಗ್ದಮ್ ಬರೆ ಹೊವ್ಚೆ ಮನುನ್ ವಿಶ್ವಾಸ್ ಕರ್ತಾ.