1 Timothy 3:4 — Compare Translations
7 translations compared side by side
Odia - 1840
"ସେ ଧନ ଲୋଭୀ ହାଇେ ନ ଥିବେ, ସେ ନିଜ ପରିବାରକୁ ଉପୟୁକ୍ତ ଭାବରେ ନତେୃତ୍ବ ଦଇପୋରୁଥିବେ। ତା'ର ଅର୍ଥ ଯେ ତାହାଙ୍କର ପିଲାମାନେ ତାହାଙ୍କୁ ପୂର୍ଣ୍ଣ ସମ୍ମାନ ସହିତ ତାହାଙ୍କର ବାଧ୍ଯ ହେଉଥିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ନିଜ ପରିବାରକୁ ଉତ୍ତମ ରୂପେ ଶାସନ କରିବେ, ଗାମ୍ଭୀର୍ଯ୍ୟ ସହକାରେ ଆପଣା ସନ୍ତାନମାନଙ୍କୁ ବଶୀଭୂତ କରି ରଖିବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ନିଜ ପରିବାରକୁ ସେ ଠିକ୍ ଭାବରେ ଚଳାଇ ପାରୁଥିବେ ଏବଂ ତାଙ୍କୁ ସମ୍ମାନ ଦେଇ ତାଙ୍କର ବାଧ୍ୟ ହେବା ପାଇଁ ତାଙ୍କ ସନ୍ତାନମାନେ ଶିକ୍ଷା କରିଥିବେ।
Odia Bible ERV 2004 (ପବିତ୍ର ବାଇବଲ)
ସେ ଧନ ଲୋଭୀ ହୋଇ ନ ଥିବେ, ସେ ନିଜ ପରିବାରକୁ ଉପଯୁକ୍ତ ଭାବରେ ନେତୃତ୍ୱ ଦେଇପାରୁଥିବେ। ତା’ର ଅର୍ଥ ଯେ ତାହାଙ୍କର ପିଲାମାନେ ତାହାଙ୍କୁ ପୂର୍ଣ୍ଣ ସମ୍ମାନ ସହିତ ତାହାଙ୍କର ବାଧ୍ୟ ହେଉଥିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ନିଜ ପରିବାରକୁ ଉତ୍ତମ ରୂପେ ଶାସନ କରିବେ, ଗାମ୍ଭୀର୍ଯ୍ୟ ସହକାରେ ଆପଣା ସନ୍ତାନମାନଙ୍କୁ ବଶୀଭୂତ କରି ରଖିବେ।
Odia IRV 2017 (ଓଡିଆ ବାଇବେଲ)
ନିଜ ପରିବାରକୁ ଉତ୍ତମ ରୂପେ ଶାସନ କରିବେ, ଗାମ୍ଭୀର୍ଯ୍ୟ ସହକାରେ ଆପଣା ସନ୍ତାନମାନଙ୍କୁ ବଶୀଭୂତ କରି ରଖିବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಪ್ನಾಚೆ ಘರ್-ದಾರ್ ಬರೆ ಕರುನ್ ಸಂಬಾಳುನ್ ಘೆವ್ನ್ ಜಾತಲೊ, ಅನಿ ಅಪ್ನಾಚಿ ಪೊರಾ ಅಪ್ನಾಕ್ ಮಾನ್ ದಿವ್ನ್ ಚಲಿ ಸರ್ಕೆ ಸಂಬಾಳುನ್ ಘೆವ್ನ್ ಚಲ್ತಲೊ ರ್ಹಾವ್ಚೊ.