1 Timothy 3:8 — Compare Translations
7 translations compared side by side
Odia - 1840
"ସହେିପରି ମଣ୍ଡଳୀ ରେ ନିୟୁକ୍ତି ପାଇଥିବା ସ୍ବତନ୍ତ୍ର ସବେକଗଣ ଏଭଳି ଲୋକ ହାଇେଥିବା କଥା, ଯେଉଁମାନଙ୍କୁ ଲୋକେ ସମ୍ମାନ କରୁଥିବେ। ସମାନେେ ଯାହା କହନ୍ତି, ତାହା ବିଶ୍ବାସ ଯୋଗ୍ଯ ହବୋ ଉଚିତ। ଅଧିକ ଦ୍ରାକ୍ଷାରସ ପିଇବା ରେ ନିଜ ସମୟ କାଟିବା ଉଚିତ ନୁହେଁ। ସବୁବେଳେ ଅନ୍ୟମାନଙ୍କୁ ଠକି ଧନୀ ହବୋକୁ ଚେଷ୍ଟା କରୁଥିବା ଲୋକମାନଙ୍କ ପରି ସମାନେେ ହାଇେ ନ ଥିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ପ୍ରକାରେ ସେବକମାନଙ୍କର, ଶୁଦ୍ଧ ବିବେକରେ ବିଶ୍ଵାସର ନିଗୂଢ଼ ତତ୍ତ୍ଵ ଅବଲମ୍ଵନ କରି ଗମ୍ଭୀର, ଛଳନାବାକ୍ୟରହିତ,
Odia BSI (ପବିତ୍ର ବାଇବଲ (CL) NT (BSI))
ମଣ୍ଡଳୀର ଦୀକନମାନେ ମଧ୍ୟ ସଚରିତ୍ର ଓ କର୍ତ୍ତବ୍ୟପରାୟଣ ହେବା ଆବଶ୍ୟକ। ସେମାନେ ମଦ୍ୟପ ବା ଧନଭୋଲୀ ହୋଇ ନ ଥିବେ।
Odia Bible ERV 2004 (ପବିତ୍ର ବାଇବଲ)
ମଣ୍ଡଳୀର ସେବକଗଣ ସେହିପରି ମଣ୍ଡଳୀରେ ନିଯୁକ୍ତି ପାଇଥିବା ସ୍ୱତନ୍ତ୍ର ସେବକଗଣ ଏଭଳି ଲୋକ ହୋଇଥିବା କଥା, ଯେଉଁମାନଙ୍କୁ ଲୋକେ ସମ୍ମାନ କରୁଥିବେ। ସେମାନେ ଯାହା କହନ୍ତି, ତାହା ବିଶ୍ୱାସ ଯୋଗ୍ୟ ହେବା ଉଚିତ୍। ଅଧିକ ଦ୍ରାକ୍ଷାରସ ପିଇବାରେ ନିଜ ସମୟ କାଟିବା ଉଚିତ୍ ନୁହେଁ। ସବୁବେଳେ ଅନ୍ୟମାନଙ୍କୁ ଠକି ଧନୀ ହେବାକୁ ଚେଷ୍ଟା କରୁଥିବା ଲୋକମାନଙ୍କ ପରି ସେମାନେ ହୋଇ ନ ଥିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ପ୍ରକାରେ ସେବକମାନଙ୍କର ଶୁଦ୍ଧ ବିବେକରେ ବିଶ୍ୱାସର ନିଗୂଢ଼ତତ୍ତ୍ୱ ଅବଲମ୍ବନ କରି ଗମ୍ଭୀର, ଛଳନାବାକ୍ୟରହିତ,
Odia IRV 2017 (ଓଡିଆ ବାଇବେଲ)
ସେହି ପ୍ରକାରେ ସେବକମାନଙ୍କର ଶୁଦ୍ଧ ବିବେକରେ ବିଶ୍ୱାସର ନିଗୂଢ଼ତତ୍ତ୍ୱ ଅବଲମ୍ବନ କରି ଗମ୍ଭୀର, ଛଳନାବାକ୍ୟରହିତ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಹೊವ್ನ್ ತಾಂಡ್ಯಾತ್ ಸೆವಾ ಕರ್ತಲ್ಯಾ ಲೊಕಾಂಚೊ ಸ್ವಬಾವ್ ಬರೊ ರ್ಹಾವ್ಚೊ ಅನಿ ತೆನಿ ಮಾನ್ ಮರ್ಯಾದಿನ್ ರ್ಹಾವ್ಚೆ;ತೆನಿ ಗೊಸ್ಟಿಯಾಕ್ನಿ ವಿಶ್ವಾಸ್ ಥವ್ತಲೆ ಹೊವ್ನ್ ರ್ಹಾವ್ಚೆ, ಲೈ ಫಿತಲೆ ನಾಹೊಲ್ಯಾರ್ ಲೈ ಪೈಸ್ಯಾಂಚಿ ಆಶಾ ಕರುಚೆ ನ್ಹಯ್;