1 Timothy 5:24 — Compare Translations
7 translations compared side by side
Odia - 1840
"କେତେ ଜଣଙ୍କ ପାପ ସବୁ ସ୍ପଷ୍ଟ ହାଇେ ଦଖାଯାେଏ କାରଣ ସମାନଙ୍କେର ବିଚାର ହବେ ବୋଲି ସମାନଙ୍କେର ପାପଗୁଡ଼ିକ ଆଗତୁରା ଦଖାଯାେଏ। କିନ୍ତୁ ଅନ୍ୟ କେତେ ଜଣଙ୍କ ପାପ ପରେ ଜଣାପଡ଼େ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାହାରି କାହାରି ପାପ ବିଚାର ପୂର୍ବରୁ, କାହାରି କାହାରି ଅବା ପରେ ପ୍ରକାଶ ପାଏ ।
Odia BSI (ପବିତ୍ର ବାଇବଲ (CL) NT (BSI))
କେତେକଙ୍କ ଦୁଷ୍କର୍ମ ସର୍ବସାଧାରଣରେ ପ୍ରକାଶ ପାଇଥାଏ, ସେମାନେ ସେଥିପାଇଁ ଅତି ଶୀଘ୍ର ବିଚାରାଳୟର ସମ୍ମୁଖୀନ ହେବାକୁ ପଡ଼େ। ଆଉ କେତେକ ଅପରାଧୀ ବହୁ ବିଳମ୍ବରେ ଧରା ପଡ଼ନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
କେତେ ଜଣଙ୍କ ପାପ ସବୁ ସ୍ପଷ୍ଟ ହୋଇ ଦେଖାଯାଏ କାରଣ ସେମାନଙ୍କର ବିଗ୍ଭର ହେବ ବୋଲି ସେମାନଙ୍କର ପାପଗୁଡ଼ିକ ଆଗତୁରା ଦେଖାଯାଏ। କିନ୍ତୁ ଅନ୍ୟ କେତେ ଜଣଙ୍କ ପାପ ପରେ ଜଣାପଡ଼େ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାହାରି କାହାରି ପାପ ବିଚାର ପୂର୍ବରୁ, କାହାରି କାହାରି ଅବା ପରେ ପ୍ରକାଶ ପାଏ।
Odia IRV 2017 (ଓଡିଆ ବାଇବେଲ)
କାହାରି କାହାରି ପାପ ବିଚାର ପୂର୍ବରୁ, କାହାରି କାହାରି ଅବା ପରେ ପ୍ରକାଶ ପାଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಉಲ್ಲ್ಯಾಂಚಿ ಪಾಪಾ ಎಗ್ದಮ್ ದಿಸುನ್ ಯೆತಾತ್, ಅನಿ ತಿ ತ್ಯೆಂಚ್ಯಾಕಿ ಅದ್ದಿಚ್ ಇಚಾರ್ನಿಕ್ ಜಾವ್ನ್ ಪಾವ್ತಾತ್; ಖರೆ ಉಲ್ಲ್ಯಾಂಚಿ ಪಾಪಾ ಮಾನಾ ಎವ್ಡಿಚ್ ದಿಸುನ್ ಯೆತ್ಯಾತ್.