2 Chronicles 18:25 — Compare Translations

5 translations compared side by side

Odia - 1840
"ତା'ପରେ ଇଶ୍ରାୟେଲର ରାଜା କହିଲେ, ମୀଖାଯଙ୍କୁ ନଇୟୋଅ ଓ ତାଙ୍କୁ ନଗରର ନଗରପାଳ ଆମାନେ ଓ ରାଜାଙ୍କ ପୁତ୍ର ୟୋଯାଶ୍ଙ୍କ ନିକଟକୁ ପଠାଇଦିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଇସ୍ରାଏଲର ରାଜା କହିଲେ, ମୀଖାୟକୁ ଧରି ପୁନର୍ବାର ନଗରାଧ୍ୟକ୍ଷ ଆମୋନ ଓ ରାଜପୁତ୍ର ଯୋୟାଶ ନିକଟକୁ ନେଇ ଯାଅ;
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଇସ୍ରାଏଲର ରାଜା କହିଲେ, “ମୀଖାୟଙ୍କୁ ନେଇଯାଅ ଓ ତାଙ୍କୁ ନଗରର ନଗରପାଳ ଆମୋନ ଓ ରାଜାଙ୍କ ପୁତ୍ର ଯୋୟାଶଙ୍କ ନିକଟକୁ ପଠାଇଦିଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି ଇସ୍ରାଏଲର ରାଜା କହିଲେ, “ମୀଖାୟକୁ ଧରି ପୁନର୍ବାର ନଗରାଧ୍ୟକ୍ଷ ଆମୋନ୍‍ ଓ ରାଜପୁତ୍ର ଯୋୟାଶ୍‍ ନିକଟକୁ ନେଇଯାଅ;
Odia IRV 2017 (ଓଡିଆ ବାଇବେଲ)
ପୁଣି ଇସ୍ରାଏଲର ରାଜା କହିଲେ, “ମୀଖାୟକୁ ଧରି ପୁନର୍ବାର ନଗରାଧ୍ୟକ୍ଷ ଆମୋନ୍‍ ଓ ରାଜପୁତ୍ର ଯୋୟାଶ୍‍ ନିକଟକୁ ନେଇ ଯାଅ;”