2 Chronicles 18:34 — Compare Translations

5 translations compared side by side

Odia - 1840
"ଦିନ ତମାମ ୟୁଦ୍ଧ ଚାଲିଲା। ଇଶ୍ରାୟେଲର ରାଜା ଅରାମୀଯମାନଙ୍କୁ ଚାହିଁ ସନ୍ଧ୍ଯା ପର୍ୟ୍ଯନ୍ତ ତାଙ୍କ ରଥ ଉପରେ ଛିଡ଼ା ହାଇେ ରହିଲେ। ତା'ପରେ ସୂର୍ୟ୍ଯାସ୍ତ ସମୟରେ ସେ ମୃତ୍ଯୁବରଣ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ଦିନ ଯୁଦ୍ଧ ପ୍ରବଳ ହେଲା; ତଥାପି ଇସ୍ରାଏଲର ରାଜା ଆପଣା ରଥରେ ସନ୍ଧ୍ୟା ପର୍ଯ୍ୟନ୍ତ ଅରାମୀୟମାନଙ୍କ ସମ୍ମୁଖରେ ଆପଣାକୁ ଠିଆ କରି ରଖିଲେ; ପୁଣି, ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ସେ ମଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଦିନ ତମାମ ଯୁଦ୍ଧ ଗ୍ଭଲିଲା। ଇସ୍ରାଏଲର ରାଜା ଅରାମୀୟମାନଙ୍କୁ ଗ୍ଭହିଁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ରଥ ଉପରେ ଛିଡ଼ା ହୋଇ ରହିଲେ। ତା’ପରେ ସୂର୍ଯ୍ୟାସ୍ତ ସମୟରେ ସେ ମୃତ୍ୟୁବରଣ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ଦିନ ଯୁଦ୍ଧ ପ୍ରବଳ ହେଲା; ତଥାପି ଇସ୍ରାଏଲର ରାଜା ଆପଣା ରଥରେ ସନ୍ଧ୍ୟା ପର୍ଯ୍ୟନ୍ତ ଅରାମୀୟମାନଙ୍କ ସମ୍ମୁଖରେ ଆପଣାକୁ ଠିଆ କରି ରଖିଲେ; ପୁଣି, ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ସେ ମଲେ।
Odia IRV 2017 (ଓଡିଆ ବାଇବେଲ)
ସେହି ଦିନ ଯୁଦ୍ଧ ପ୍ରବଳ ହେଲା; ତଥାପି ଇସ୍ରାଏଲର ରାଜା ଆପଣା ରଥରେ ସନ୍ଧ୍ୟା ପର୍ଯ୍ୟନ୍ତ ଅରାମୀୟମାନଙ୍କ ସମ୍ମୁଖରେ ଆପଣାକୁ ଠିଆ କରି ରଖିଲେ; ପୁଣି, ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ସେ ମଲେ।