2 Chronicles 18:8 — Compare Translations

5 translations compared side by side

Odia - 1840
"ତା'ପରେ ଇଶ୍ରାୟେଲର ରାଜା ତାଙ୍କର ଜଣେ କର୍ମଚାରୀଙ୍କୁ ଡାକିଲେ ଓ ତାକୁ କହିଲେ, ଶୀଘ୍ର ୟାଅ, ୟିମ୍ନଙ୍କର ପୁତ୍ର ମୀଖାଯଙ୍କୁ ଏଠାକୁ ନଇେଆସ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ଇସ୍ରାଏଲର ରାଜା ଏକ ଅଧ୍ୟକ୍ଷକୁ ଡାକି କହିଲେ, ଯିମ୍ଳର ପୁତ୍ର ମୀଖାୟକୁ ଶୀଘ୍ର ଆଣ ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଇସ୍ରାଏଲର ରାଜା ତାଙ୍କର ଜଣେ କର୍ମଗ୍ଭରୀଙ୍କୁ ଡାକିଲେ ଓ ତାକୁ କହିଲେ, “ଶୀଘ୍ର ଯାଅ, ଯିମ୍ଳଙ୍କର ପୁତ୍ର ମୀଖାୟଙ୍କୁ ଏଠାକୁ ନେଇଆସ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ଇସ୍ରାଏଲର ରାଜା ଏକ ଅଧ୍ୟକ୍ଷଙ୍କୁ ଡାକି କହିଲେ, “ଇମ୍ଲର ପୁତ୍ର ମୀଖାୟକୁ ଶୀଘ୍ର ଆଣ।”
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ଇସ୍ରାଏଲର ରାଜା ଏକ ଅଧ୍ୟକ୍ଷକୁ ଡାକି କହିଲେ, “ଇମ୍ଲର ପୁତ୍ର ମୀଖାୟକୁ ଶୀଘ୍ର ଆଣ।”