2 Chronicles 20:16 — Compare Translations

5 translations compared side by side

Odia - 1840
"ଆସନ୍ତାକାଲି, ତୁମ୍ଭମାନେେ ସଠାେକୁ ଓହ୍ଲାଇ ୟାଅ ଓ ସହେି ଲୋକମାନଙ୍କ ସହିତ ୟୁଦ୍ଧ କର। ସମାନେେ ସୀସ୍ ନାମକ ଗିରିପଥ ମଧ୍ଯଦଇେ ଆସିବେ। ତୁମ୍ଭମାନେେ ସମାନଙ୍କେୁ ଯରେୁଯଲେ ପ୍ରାନ୍ତର ନିକଟସ୍ଥ ଗିରିପଥ ନିକଟରେ, ଶଷେମୁଣ୍ଡ ରେ ପାଇବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାଲି ତୁମ୍ଭେମାନେ ସେମାନଙ୍କ ପ୍ରତିକୂଳରେ ଯାଅ; ଦେଖ, ସେମାନେ ସୀସ୍ ଘାଟୀ ଦେଇ ଆସୁଅଛନ୍ତି; ତୁମ୍ଭେମାନେ ଯିରୁୟେଲ୍ ପ୍ରାନ୍ତର ସମ୍ମୁଖସ୍ଥ ଉପତ୍ୟକାର ପ୍ରାନ୍ତଭାଗରେ ସେମାନଙ୍କୁ ପାଇବ ।
Odia Bible ERV 2004 (ପବିତ୍ର ବାଇବଲ)
ଆସନ୍ତାକାଲି, ତୁମ୍ଭେମାନେ ସେଠାକୁ ଓହ୍ଲାଇ ଯାଅ ଓ ସେହି ଲୋକମାନଙ୍କ ସହିତ ଯୁଦ୍ଧ କର। ସେମାନେ ସୀସ୍ ନାମକ ଗିରିପଥ ମଧ୍ୟଦେଇ ଆସିବେ। ତୁମ୍ଭେମାନେ ସେମାନଙ୍କୁ ଯେରୂୟେଲ ପ୍ରାନ୍ତର ନିକଟସ୍ଥ ଗିରିପଥ ନିକଟରେ, ଶେଷମୁଣ୍ଡରେ ପାଇବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାଲି ତୁମ୍ଭେମାନେ ସେମାନଙ୍କ ପ୍ରତିକୂଳରେ ଯାଅ; ଦେଖ, ସେମାନେ ସୀସ୍‍ ଘାଟି ଦେଇ ଆସୁଅଛନ୍ତି; ତୁମ୍ଭେମାନେ ଯିରୁୟେଲ୍‍ ପ୍ରାନ୍ତର ସମ୍ମୁଖସ୍ଥ ଉପତ୍ୟକାର ପ୍ରାନ୍ତଭାଗରେ ସେମାନଙ୍କୁ ପାଇବ।
Odia IRV 2017 (ଓଡିଆ ବାଇବେଲ)
କାଲି ତୁମ୍ଭେମାନେ ସେମାନଙ୍କ ପ୍ରତିକୂଳରେ ଯାଅ; ଦେଖ, ସେମାନେ ସୀସ୍‍ ଘାଟୀ ଦେଇ ଆସୁଅଛନ୍ତି; ତୁମ୍ଭେମାନେ ଯିରୁୟେଲ୍‍ ପ୍ରାନ୍ତର ସମ୍ମୁଖସ୍ଥ ଉପତ୍ୟକାର ପ୍ରାନ୍ତ ଭାଗରେ ସେମାନଙ୍କୁ ପାଇବ।