2 Chronicles 20:2 — Compare Translations

5 translations compared side by side

Odia - 1840
"କିଛି ଲୋକ ଆସି ଯିହାଶାଫେଟ୍ଙ୍କୁ କହିଲେ, ଇଦୋମରୁ ତୁମ୍ଭ ବିରୁଦ୍ଧ ରେ ଏକ ବୃହତ୍ ସୈନ୍ଯଦଳ ଆସୁଛନ୍ତି। ସମାନେେ ମୃତସାଗର ରେ ଅପର ପାଶର୍‌ବରୁ ଆସୁଅଛନ୍ତି। ସମାନେେ ହତସସୋନ୍-ତାମର ରେ ଆସି ପୁରାପୁରି ପହଞ୍ଚି ସାରିଲଣେି। (ହତସସୋନ-ତାମରକୁ ଐନ୍ ଗଦୀ ବୋଲି ମଧ୍ଯ କୁହାଯାଉଥିଲା।)"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ କେତେକ ଲୋକ ଯିହୋଶାଫଟ୍ଙ୍କୁ ସମ୍ଵାଦ ଦେଇ କହିଲେ, ସମୁଦ୍ର ସେପାରିସ୍ଥ ଅରାମ ଦେଶରୁ ଏକ ମହାଜନତା ଆପଣଙ୍କ ପ୍ରତିକୂଳରେ ଆସୁଅଛନ୍ତି; ଆଉ ଦେଖନ୍ତୁ, ସେମାନେ ହତ୍-ସସୋନ୍-ତାମରରେ ଅଛନ୍ତି, (ଏହାକୁ ଐନ୍-ଗଦୀ କହନ୍ତି) ।
Odia Bible ERV 2004 (ପବିତ୍ର ବାଇବଲ)
କିଛି ଲୋକ ଆସି ଯିହୋଶାଫ‌ଟଙ୍କୁ କହିଲେ, “ଇଦୋମରୁ ତୁମ୍ଭ ବିରୁଦ୍ଧରେ ଏକ ବୃହତ୍ ସୈନ୍ୟଦଳ ଆସୁଛନ୍ତି। ସେମାନେ ମୃତସାଗରର ଅପର ପାର୍ଶ୍ୱରୁ ଆସୁଅଛନ୍ତି। ସେମାନେ ହତସସୋନ୍-ତାମରରେ ଆସି ପୁରାପୁରି ପହଞ୍ଚି ସାରିଲେଣି।” (ହତସସୋନ୍-ତାମରକୁ ଐନ୍ ଗଦୀ ବୋଲି ମଧ୍ୟ କୁହାଯାଉଥିଲା।)
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ କେତେକ ଲୋକ ଯିହୋଶାଫଟ୍‍ଙ୍କୁ ସମ୍ବାଦ ଦେଇ କହିଲେ, “ସମୁଦ୍ର ସେପାରିସ୍ଥ ଅରାମ ଦେଶରୁ ଏକ ମହାଜନତା ଆପଣଙ୍କ ପ୍ରତିକୂଳରେ ଆସୁଅଛନ୍ତି; ଆଉ ଦେଖନ୍ତୁ, ସେମାନେ ହତ୍‍-ସସୋନ୍‍-ତାମରରେ ଅଛନ୍ତି, (ଏହାକୁ ଐନଗଦୀ କହନ୍ତି)।”
Odia IRV 2017 (ଓଡିଆ ବାଇବେଲ)
ଏଥିରେ କେତେକ ଲୋକ ଯିହୋଶାଫଟ୍‍ଙ୍କୁ ସମ୍ବାଦ ଦେଇ କହିଲେ, “ସମୁଦ୍ର ସେପାରିସ୍ଥ ଅରାମ ଦେଶରୁ ଏକ ମହାଜନତା ଆପଣଙ୍କ ପ୍ରତିକୂଳରେ ଆସୁଅଛନ୍ତି; ଆଉ ଦେଖନ୍ତୁ, ସେମାନେ ହତ୍‍-ସସୋନ୍‍-ତାମରରେ ଅଛନ୍ତି, (ଏହାକୁ ଐନଗଦୀ କହନ୍ତି)।”