2 Chronicles 20:30 — Compare Translations
5 translations compared side by side
Odia - 1840
"ସେଥିନିମନ୍ତେ ଯିହାଶାଫେଟ୍ଙ୍କ ରାଜ୍ଯ ଶାନ୍ତି ଲାଭ କଲା। ଯିହାଶାଫେଟ୍ ପରମେଶ୍ବର ତାଙ୍କର ଚତୁର୍ଦ୍ଦିଗ ରେ ଶାନ୍ତି ପ୍ରଦାନ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହିରୂପେ ଯିହୋଶାଫଟ୍ଙ୍କର ରାଜ୍ୟ ସୁସ୍ଥିର ହେଲା; କାରଣ ତାଙ୍କର ପରମେଶ୍ଵର ତାଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଲେ ।
Odia Bible ERV 2004 (ପବିତ୍ର ବାଇବଲ)
ସେଥିନିମନ୍ତେ ଯିହୋଶାଫଟଙ୍କ ରାଜ୍ୟ ଶାନ୍ତି ଲାଭ କଲା। ଯିହୋଶାଫଟଙ୍କ ପରମେଶ୍ୱର ତାଙ୍କର ଚତୁର୍ଦ୍ଦିଗରେ ଶାନ୍ତି ପ୍ରଦାନ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହିରୂପେ ଯିହୋଶାଫଟ୍ଙ୍କର ରାଜ୍ୟ ସୁସ୍ଥିର ହେଲା; କାରଣ ତାଙ୍କର ପରମେଶ୍ୱର ତାଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଲେ।
Odia IRV 2017 (ଓଡିଆ ବାଇବେଲ)
ଏହିରୂପେ ଯିହୋଶାଫଟ୍ଙ୍କର ରାଜ୍ୟ ସୁସ୍ଥିର ହେଲା; କାରଣ ତାଙ୍କର ପରମେଶ୍ୱର ତାଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଲେ।