2 Chronicles 20:34 — Compare Translations

5 translations compared side by side

Odia - 1840
"ଯିହାଶାଫେଟ୍ ଆଉ ଯେଉଁସବୁ କର୍ମ କରିଥିଲେ, ସହେିସବୁ ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ହନାନିଙ୍କ ପୁତ୍ର ଯହେୂଙ୍କର ସରକାରୀ ଦଲିଲ ରେ ଲିପିବଦ୍ଧ ହାଇେ ରହିଅଛି। ଏହି ବିଷଯଗୁଡ଼ିକର ନକଲ କରାଗଲା ଓ ତାହାକୁ ଇଶ୍ରାୟେଲର ରାଜାମାନଙ୍କର ଇତିହାସ ପୁସ୍ତକର ଅନ୍ତଭୁର୍କ୍ତ କରାଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହି ଯିହୋଶାଫଟ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତର ଆଦ୍ୟ; କଥା, ଦେଖ, ଇସ୍ରାଏଲ-ରାଜାବଳୀ ପୁସ୍ତକର ଅନ୍ତର୍ଗତ ହନାନିର ପୁତ୍ର ଯେହୂର ଇତିହାସ-ପୁସ୍ତକରେ ଲେଖାଅଛି ।
Odia Bible ERV 2004 (ପବିତ୍ର ବାଇବଲ)
ଯିହୋଶାଫଟ୍ ଆଉ ଯେଉଁସବୁ କର୍ମ କରିଥିଲେ, ସେହିସବୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ହନାନିଙ୍କ ପୁତ୍ର ଯେହୂଙ୍କର ସରକାରୀ ଦଲି‌ଲ୍‌ରେ ଲିପିବଦ୍ଧ ହୋଇ ରହିଅଛି। ଏହି ବିଷୟଗୁଡ଼ିକର ନକଲ କରାଗଲା ଓ ତାହାକୁ “ଇସ୍ରାଏଲର ରାଜାମାନଙ୍କର ଇତିହାସ” ପୁସ୍ତକରେ ଅନ୍ତର୍ଭୁକ୍ତ କରାଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି ଯିହୋଶାଫଟ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତର ଆଦ୍ୟନ୍ତ କଥା, ଦେଖ, ଇସ୍ରାଏଲ-ରାଜାବଳୀ ପୁସ୍ତକର ଅନ୍ତର୍ଗତ ହନାନିର ପୁତ୍ର ଯେହୂର ଇତିହାସ ପୁସ୍ତକରେ ଲେଖାଅଛି।
Odia IRV 2017 (ଓଡିଆ ବାଇବେଲ)
ଏହି ଯିହୋଶାଫଟ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତର ଆଦ୍ୟନ୍ତ କଥା, ଦେଖ, ଇସ୍ରାଏଲ-ରାଜାବଳୀ ପୁସ୍ତକର ଅନ୍ତର୍ଗତ ହନାନିର ପୁତ୍ର ଯେହୂର ଇତିହାସ-ପୁସ୍ତକରେ ଲେଖାଅଛି।