2 Chronicles 25:12 — Compare Translations

5 translations compared side by side

Odia - 1840
"ଯିହୁଦାର ସୈନ୍ଯଦଳ ମଧ୍ଯ ସଯେୀରର 10,000 ଲୋକଙ୍କୁ କରାଯତ କଲେ। ସମାନେେ ସହେି ଲୋକମାନଙ୍କୁ ସଯେୀରରୁ ସେଲାର ଶୀର୍ଷକୁ ନଇଗେଲେ। ସହେି ଲୋକମାନେ ସେତବେେଳେ ଜୀବିତ ଥିଲେ। ଏହାପରେ ଯିହୁଦାର ସୈନ୍ଯଦଳ ସହେି ଲୋକମାନଙ୍କୁ ସେଲାରୁ ତଳକୁ ଫେପାଡ଼ି ଦେଲେ, ଆଉ ସମାନଙ୍କେର ଶରୀର ତଳେ ଥିବା ପଥର ରେ ପଡ଼ି ଖଣ୍ଡ ବିଖଣ୍ଡ ହାଇଗେଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଯିହୁଦା-ସନ୍ତାନମାନେ ଅନ୍ୟ ଦଶ ସହସ୍ର ଲୋକଙ୍କୁ ଜୀବିତ-ବନ୍ଦୀ କରି ନେଇଗଲେ ଓ ସେମାନଙ୍କୁ ଶୈଳ-ଶିଖରକୁ ନେଇ ଶୈଳ-ଶିଖରରୁ ସେମାନଙ୍କୁ ତଳେ ପକାଇଦେଲେ, ତହିଁରେ ସେସମସ୍ତେ ଚୂର୍ଣ୍ଣ ହୋଇଗଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଯିହୁଦାର ସୈନ୍ୟଦଳ ମଧ୍ୟ ସେୟୀରର 10,000 ଲୋକଙ୍କୁ କରାୟତ କଲେ। ସେମାନେ ସେହି ଲୋକମାନଙ୍କୁ ସେୟୀରରୁ ସେଲାର ଶୀର୍ଷକୁ ନେଇଗଲେ। ସେହି ଲୋକମାନେ ସେତେବେଳେ ଜୀବିତ ଥିଲେ। ଏହା ପରେ ଯିହୁଦାର ସୈନ୍ୟଦଳ ସେହି ଲୋକମାନଙ୍କୁ ସେଲାରୁ ତଳକୁ ଫୋପାଡ଼ି ଦେଲେ, ଆଉ ସେମାନଙ୍କର ଶରୀର ତଳେ ଥିବା ପଥରରେ ପଡ଼ି ଖଣ୍ଡ ବିଖଣ୍ଡ ହୋଇଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଯିହୁଦା-ସନ୍ତାନମାନେ ଅନ୍ୟ ଦଶ ସହସ୍ର ଲୋକଙ୍କୁ ଜୀବିତ ବନ୍ଦୀ କରି ନେଇଗଲେ ଓ ସେମାନଙ୍କୁ ଶୈଳଶିଖରକୁ ନେଇ ସେଠାରୁ ସେମାନଙ୍କୁ ତଳେ ପକାଇଦେଲେ, ତହିଁରେ ସେମାନେ ସମସ୍ତେ ଚୂର୍ଣ୍ଣ ହୋଇଗଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଯିହୁଦା ସନ୍ତାନମାନେ ଅନ୍ୟ ଦଶ ସହସ୍ର ଲୋକଙ୍କୁ ଜୀବିତ ବନ୍ଦୀ କରି ନେଇଗଲେ ଓ ସେମାନଙ୍କୁ ଶୈଳଶିଖରକୁ ନେଇ ସେଠାରୁ ସେମାନଙ୍କୁ ତଳେ ପକାଇଦେଲେ, ତହିଁରେ ସେ ସମସ୍ତେ ଚୂର୍ଣ୍ଣ ହୋଇଗଲେ।