2 Chronicles 25:13 — Compare Translations

5 translations compared side by side

Odia - 1840
"କିନ୍ତୁ ସହେି ସମୟରେ ହିଁ ଇଶ୍ରାୟେଲୀୟ ସୈନ୍ଯଦଳ ଯିହୁଦାର କେତକେ ସହର ଉପରେ ଆକ୍ରମଣ କରୁଥିଲେ। ସମାନେେ ଶମରିଆଠାରୁ ବୈଥ୍ହାରେଣ୍ ପର୍ୟ୍ଯନ୍ତ ସହରଗୁଡ଼ିକୁ ଆକ୍ରମଣ କଲେ। ସମାନେେ 3,000 ଲୋକଙ୍କୁ ହତ୍ଯା କଲେ ଓ ଅନକେ ବହୁମୂଲ୍ଯ ସାମଗ୍ରୀମାନ ନଇଗେଲେ। ଅମତ୍ସିଯ ସମାନଙ୍କେୁ ୟୁଦ୍ଧ ରେ ଯୋଗ ଦଇେ ନ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ଅମତ୍ସୀୟ ଯେଉଁ ସେନାମାନଙ୍କୁ ଆପଣା ସଙ୍ଗେ ଯୁଦ୍ଧକୁ ଯିବା ପାଇଁ ଉପଯୁକ୍ତ ମନେ ନ କରି ଫେରାଇ ଦେଇଥିଲେ, ସେମାନେ ଶମରୀୟାଠାରୁ ବୈଥ୍-ହୋରଣ ପର୍ଯ୍ୟନ୍ତ ପଡ଼ି ଯିହୁଦାର ନଗରସବୁ ଆକ୍ରମଣ କଲେ ଓ ତିନି ସହସ୍ର ଲୋକଙ୍କୁ ବଧ କରି ବହୁତ ଲୁଟଦ୍ରବ୍ୟ ନେଲେ ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ସେହି ସମୟରେ ହିଁ ଇସ୍ରାଏଲୀୟ ସୈନ୍ୟଦଳ ଯିହୁଦାର କେତେକ ସହର ଉପରେ ଆକ୍ରମଣ କରୁଥିଲେ। ସେମାନେ ଶମରିୟାଠାରୁ ବୈ‌ଥ୍‌ହୋରଣ୍ ପର୍ଯ୍ୟନ୍ତ ସହରଗୁଡ଼ିକୁ ଆକ୍ରମଣ କଲେ। ସେମାନେ 3000 ଲୋକଙ୍କୁ ହତ୍ୟା କଲେ ଓ ଅନେକ ବହୁମୂଲ୍ୟ ସାମଗ୍ରୀମାନ ନେଇଗଲେ। କାରଣ ଅମତ୍‌ସିୟ ସେମାନଙ୍କ ଯୁଦ୍ଧରେ ଯୋଗ ଦେଇ ନ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ଅମତ୍‍ସୀୟ ଯେଉଁ ସେନାମାନଙ୍କୁ ଆପଣା ସଙ୍ଗେ ଯୁଦ୍ଧକୁ ଯିବା ପାଇଁ ଉପଯୁକ୍ତ ମନେ ନ କରି ଫେରାଇ ଦେଇଥିଲେ, ସେମାନେ ଶମରୀୟାଠାରୁ ବେଥ୍-ହୋରଣ ପର୍ଯ୍ୟନ୍ତ ପଡ଼ି ଯିହୁଦାର ନଗରସବୁ ଆକ୍ରମଣ କଲେ ଓ ତିନି ସହସ୍ର ଲୋକଙ୍କୁ ବଧ କରି ବହୁତ ଲୁଟଦ୍ରବ୍ୟ ନେଲେ।
Odia IRV 2017 (ଓଡିଆ ବାଇବେଲ)
ମାତ୍ର ଅମତ୍‍ସୀୟ ଯେଉଁ ସେନାମାନଙ୍କୁ ଆପଣା ସଙ୍ଗେ ଯୁଦ୍ଧକୁ ଯିବା ପାଇଁ ଉପଯୁକ୍ତ ମନେ ନ କରି ଫେରାଇ ଦେଇଥିଲେ, ସେମାନେ ଶମରୀୟାଠାରୁ ବେଥ୍-ହୋରଣ ପର୍ଯ୍ୟନ୍ତ ପଡ଼ି ଯିହୁଦାର ନଗରସବୁ ଆକ୍ରମଣ କଲେ ଓ ତିନି ସହସ୍ର ଲୋକଙ୍କୁ ବଧ କରି ବହୁତ ଲୁଟ ଦ୍ରବ୍ୟ ନେଲେ।