2 Chronicles 25:23 — Compare Translations

5 translations compared side by side

Odia - 1840
"ଯୋୟାଶ୍ ଯିହୁଦାର ରାଜା ଅମତ୍ସିଯଙ୍କୁ ବୈଥ୍-ଶମେଶ୍ଠା ରେ ଧରିଲେ ଓ ତାଙ୍କୁ ୟିରୁଶାଲମକୁ ନଇଗେଲେ। ଅମତ୍ସିଯଙ୍କ ପିତାଙ୍କ ନାମ ଥିଲା ଯୋୟାଶ୍ ୟୋଯାଶ୍ଙ୍କ ପିତାଙ୍କର ନାମ ଥିଲା ଯିହାୟୋଦାରହସ୍। ଇଶ୍ରାୟେଲର ରାଜା ୟୋଯାଶ ଇଫ୍ରଯିମ ଫାଟକଠାରୁ କଣସ୍ଥିତ ଫାଟକ ପର୍ୟ୍ଯନ୍ତ ୟିରୁଶାଲମର 400 ହାତ ପ୍ରାଚୀରକୁ ଭାଙ୍ଗି ପକାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଇସ୍ରାଏଲର ରାଜା ଯୋୟାଶ୍ ବୈଥ୍ଶେମଶ୍ରେ ଯିହୋୟାହସଙ୍କର ପୌତ୍ର, ଯୋୟାଶ୍ଙ୍କର ପୁତ୍ର, ଯିହୁଦାର ରାଜା ଅମତ୍ସୀୟଙ୍କୁ ଧରି ଯିରୂଶାଲମକୁ ଆଣିଲେ ଓ ଇଫ୍ରୟିମର ନଗର-ଦ୍ଵାରଠାରୁ କୋଣର ଦ୍ଵାର ପର୍ଯ୍ୟନ୍ତ ଯିରୂଶାଲମର ଚାରି ଶହ ହାତ ପ୍ରାଚୀର ଭାଙ୍ଗି ପକାଇଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଯୋୟାଶ୍ ଯିହୁଦାର ରାଜା ଅମତ୍‌ସିୟଙ୍କୁ ବୈଥ୍-ଶେମ‌ଶ୍‌ଠାରେ ଧରିଲେ ଓ ତାଙ୍କୁ ଯିରୁଶାଲମକୁ ନେଇଗଲେ। ଅମତ୍‌ସିୟଙ୍କ ପିତାଙ୍କ ନାମ ଥିଲା ଯୋୟାଶ୍, ଯୋୟାଶଙ୍କ ପିତାଙ୍କର ନାମ ଥିଲା ଯିହୋୟାହସ୍। ଇସ୍ରାଏଲର ରାଜା ଯୋୟାଶ ଇଫ୍ରୟିମ ଫାଟକଠାରୁ କୋଣସ୍ଥିତ ଫାଟକ ପର୍ଯ୍ୟନ୍ତ ଯିରୁଶାଲମର 400 ହାତ ପ୍ରାଚୀରକୁ ଭାଙ୍ଗି ପକାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଇସ୍ରାଏଲର ରାଜା ଯୋୟାଶ୍‍ ବେଥ୍-ଶେମଶରେ ଯିହୋୟାହସ୍‍ଙ୍କର ପୌତ୍ର, ଯୋୟାଶ୍‍ଙ୍କର ପୁତ୍ର, ଯିହୁଦାର ରାଜା ଅମତ୍‍ସୀୟଙ୍କୁ ଧରି ଯିରୂଶାଲମକୁ ଆଣିଲେ ଓ ଇଫ୍ରୟିମର ନଗର-ଦ୍ୱାରଠାରୁ କୋଣର ଦ୍ୱାର ପର୍ଯ୍ୟନ୍ତ ଯିରୂଶାଲମର ଚାରି ଶହ ହାତ ପ୍ରାଚୀର ଭାଙ୍ଗି ପକାଇଲେ।
Odia IRV 2017 (ଓଡିଆ ବାଇବେଲ)