2 Chronicles 26:17 — Compare Translations

5 translations compared side by side

Odia - 1840
"ଅସରିଯ ଯାଜକ ଓ ସଦାପ୍ରଭୁଙ୍କ ସବୋକାର୍ୟ୍ଯ କରୁଥିବା ଅଶୀ ଜଣ ସାହସୀ ୟୁବକମାନେ ଉଷିୟଙ୍କ ପେଛ ପେଛ ମନ୍ଦିର ମଧ୍ଯକୁ ଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ଅସରୀୟ ଯାଜକ ଓ ତାହା ସଙ୍ଗେ ସଦାପ୍ରଭୁଙ୍କର ଅଶୀ ଜଣ ପରାକ୍ରା; ଯାଜକ ତାଙ୍କର ପଛେ ପଛେ ଗଲେ;
Odia Bible ERV 2004 (ପବିତ୍ର ବାଇବଲ)
ଅସରିୟ ଯାଜକ ଓ ସଦାପ୍ରଭୁଙ୍କ ସେବାକାର୍ଯ୍ୟ କରୁଥିବା ଅଶୀ ଜଣ ସାହସୀ ଯୁବକମାନେ ଉଷିୟଙ୍କ ପଛେ ପଛେ ମନ୍ଦିର ମଧ୍ୟକୁ ଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ଅସରୀୟ ଯାଜକ ଓ ତାହା ସଙ୍ଗେ ସଦାପ୍ରଭୁଙ୍କର ଅଶୀ ଜଣ ପରାକ୍ରାନ୍ତ ଯାଜକ ତାଙ୍କର ପଛେ ପଛେ ଗଲେ;
Odia IRV 2017 (ଓଡିଆ ବାଇବେଲ)
ତହିଁରେ ଅସରୀୟ ଯାଜକ ଓ ତାହା ସଙ୍ଗେ ସଦାପ୍ରଭୁଙ୍କର ଅଶୀ ଜଣ ପରାକ୍ରାନ୍ତ ଯାଜକ ତାଙ୍କର ପଛେ ପଛେ ଗଲେ;