2 Chronicles 29:13 — Compare Translations
4 translations compared side by side
Odia - 1840
"ଗେର୍ଶୋନ ବଂଶଧରରରୁ ସିମ୍ମଙ୍କ ପୁତ୍ର ୟୋଯାହ ଓ ୟୋଯାହଙ୍କ ପୁତ୍ର ଏଦନ୍ ଥିଲେ। ଇଲୀଶାଫନ୍ଙ୍କ ବଂଶଧରମାନଙ୍କ ମଧ୍ଯରୁ ଜିଖରିଯ ଓ ମତ୍ତନୀଯ ଥିଲେ। ହମେନ୍ଙ୍କ ବଂଶଧରମାନଙ୍କ ମଧ୍ଯରୁ ୟିହୀଯେଲ୍ ଓ ଶିମିଯି ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଇଲୀଶାଫନର ସନ୍ତାନମାନଙ୍କ ମଧ୍ୟରୁ ଶିମ୍ରି ଓ ଯିଓୟେଲ୍ ଓ ଆସଫର ସନ୍ତାନମାନଙ୍କ ମଧ୍ୟରୁ ଜିଖରୀୟ ଓ ମତ୍ତନୀୟ
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଇଲୀଶାଫନ୍ର ସନ୍ତାନମାନଙ୍କ ମଧ୍ୟରୁ ଶିମ୍ରି ଓ ଯିୟୀୟେଲ୍ ଓ ଆସଫର ସନ୍ତାନମାନଙ୍କ ମଧ୍ୟରୁ ଜିଖରୀୟ ଓ ମତ୍ତନୀୟ
Odia IRV 2017 (ଓଡିଆ ବାଇବେଲ)
ଆଉ, ଇଲୀଶାଫନ୍ର ସନ୍ତାନମାନଙ୍କ ମଧ୍ୟରୁ ଶିମ୍ରି ଓ ଯିୟୀୟେଲ୍ ଓ ଆସଫର ସନ୍ତାନମାନଙ୍କ ମଧ୍ୟରୁ ଜିଖରୀୟ ଓ ମତ୍ତନୀୟ