2 Chronicles 6:1 — Compare Translations

5 translations compared side by side

Odia - 1840
"ଏହାପରେ ଶଲୋମନ କହିଲେ, ସଦାପ୍ରଭୁ ସେ ଗାଢ଼ ମେଘ ମଧିଅରେ ବାସ କରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ଶଲୋମନ କହିଲେ, ସଦାପ୍ରଭୁ ଘୋର ଅନ୍ଧକାରରେ ବାସ କରିବେ ବୋଲି କହିଅଛନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ଶଲୋମନ କହିଲେ, “ସଦାପ୍ରଭୁ ସେ ଗାଢ଼ ମେଘ ମଧ୍ୟରେ ବାସ କରିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ଶଲୋମନ କହିଲେ, “ସଦାପ୍ରଭୁ ନିବିଡ଼ ମେଘରେ ବାସ କରିବେ ବୋଲି କହିଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ତହୁଁ ଶଲୋମନ କହିଲେ, ସଦାପ୍ରଭୁ ନିବିଡ଼ ମେଘରେ ବାସ କରିବେ ବୋଲି କହିଅଛନ୍ତି।