2 Chronicles 6:22 — Compare Translations

5 translations compared side by side

Odia - 1840
"ଯଦି ଜଣେ ବ୍ଯକ୍ତି ଅନ୍ୟ ଜଣେ ବ୍ଯକ୍ତି ବିରୁଦ୍ଧ ରେ ଭୁଲ୍ କର୍ୟ୍ଯ କରେ, ତାକୁ ଶପଥ କରିବା ପାଇଁ ବାଧ୍ଯ କରାୟାଏ। ଯେତବେେଳେ ସେ ମନ୍ଦିର ମଧିଅରେ ତୁମ୍ଭର ବଦେୀ ସମ୍ମୁଖ ରେ ଶପଥ କରିବାକୁ ଆ ସେ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କେହି ଆପଣା ପ୍ରତିବାସୀ ବିରୁଦ୍ଧରେ ପାପ କଲେ, ଯେବେ ତାହାକୁ ଶପଥ କରାଇବା ପାଇଁ ଶପଥ ନିରୂପିତ ହୁଏ ଓ ସେ ଆସି ଏହି ଗୃହସ୍ଥିତ ତୁମ୍ଭ ଯଜ୍ଞବେଦି ସମ୍ମୁଖରେ ଶପଥ କରେ;
Odia Bible ERV 2004 (ପବିତ୍ର ବାଇବଲ)
“ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତି ବିରୁଦ୍ଧରେ ଭୁଲ୍ କାର୍ଯ୍ୟ କରେ, ତାକୁ ଶପଥ କରିବା ପାଇଁ ବାଧ୍ୟ କରାଯାଏ। ଯେତେବେଳେ ସେ ମନ୍ଦିର ମଧ୍ୟରେ ତୁମ୍ଭର ବେଦି ସମ୍ମୁଖରେ ଶପଥ କରିବାକୁ ଆସେ,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କେହି ଆପଣା ପ୍ରତିବାସୀ ବିରୁଦ୍ଧରେ ପାପ କଲେ, ଯେବେ ତାହାକୁ ଶପଥ କରାଇବା ପାଇଁ ଶପଥ ନିରୂପିତ ହୁଏ ଓ ସେ ଆସି ଏହି ଗୃହସ୍ଥିତ ତୁମ୍ଭ ଯଜ୍ଞବେଦି ସମ୍ମୁଖରେ ଶପଥ କରେ;
Odia IRV 2017 (ଓଡିଆ ବାଇବେଲ)
କେହି ଆପଣା ପ୍ରତିବାସୀ ବିରୁଦ୍ଧରେ ପାପ କଲେ, ଯେବେ ତାହାକୁ ଶପଥ କରାଇବା ପାଇଁ ଶପଥ ନିରୂପିତ ହୁଏ ଓ ସେ ଆସି ଏହି ଗୃହସ୍ଥିତ ତୁମ୍ଭ ଯଜ୍ଞବେଦି ସମ୍ମୁଖରେ ଶପଥ କରେ;