2 Chronicles 6:35 — Compare Translations
5 translations compared side by side
Odia - 1840
"ସ୍ବର୍ଗ ରେ ଥାଇ ସମାନଙ୍କେର ପ୍ରାର୍ଥନା ଶୁଣ। ସମାନେେ ସାହାୟ୍ଯ ପାଇଁ ଅନୁ ରୋଧ କରିବା ସମୟରେ ସମାନଙ୍କେ ବୀନତି ଶୁଣ। ଆଉ, ସମାନଙ୍କେୁ ସାହାୟ୍ଯ କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ତୁମ୍ଭେ ସ୍ଵର୍ଗରୁ ସେମାନଙ୍କର ପ୍ରାର୍ଥନା ଓ ବିନତି ଶୁଣି ସେମାନଙ୍କର ବିଚାର ନିଷ୍ପତ୍ତି କର ।
Odia Bible ERV 2004 (ପବିତ୍ର ବାଇବଲ)
ସ୍ୱର୍ଗରେ ଥାଇ ସେମାନଙ୍କର ପ୍ରାର୍ଥନା ଶୁଣ। ସେମାନେ ସାହାଯ୍ୟ ପାଇଁ ଅନୁରୋଧ କରିବା ସମୟରେ ସେମାନଙ୍କ ବିନତି ଶୁଣ। ଆଉ, ସେମାନଙ୍କୁ ସାହାଯ୍ୟ କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ତୁମ୍ଭେ ସ୍ୱର୍ଗରୁ ସେମାନଙ୍କର ପ୍ରାର୍ଥନା ଓ ବିନତି ଶୁଣି ସେମାନଙ୍କର ବିଚାର ନିଷ୍ପତ୍ତି କର।
Odia IRV 2017 (ଓଡିଆ ବାଇବେଲ)
ତେବେ ତୁମ୍ଭେ ସ୍ୱର୍ଗରୁ ସେମାନଙ୍କର ପ୍ରାର୍ଥନା ଓ ବିନତି ଶୁଣି ସେମାନଙ୍କର ବିଚାର ନିଷ୍ପତ୍ତି କର।