2 Corinthians 11:10 — Compare Translations

7 translations compared side by side

Odia - 1840
"ମୁଁ ଯୀଶୁ ଖ୍ରୀଷ୍ଟଙ୍କଠା ରେ ଥାଇ ସତ୍ଯକହୁଛି, ସହେି ବିଷୟ ରେ ଗର୍ବ ପୂର୍ବକ କହିବା ପାଇଁ ମାେତେ ସମଗ୍ର ଆଖାଯା ରେ କହେି ଅଟକାଇ ପାରିବ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋʼଠାରେ ଥିବା ଖ୍ରୀଷ୍ଟଙ୍କ ସତ୍ୟକୁ ସାକ୍ଷୀ ମାନି ମୁଁ କହୁଅଛି ଯେ, ଆଖାୟାର ଅଞ୍ଚଳସମୂହରେ ମୋହର ଏହି ଦର୍ପ କେହି ଖଣ୍ତନ କରିବ ନାହିଁ । କାହିଁକି?
Odia BSI (ପବିତ୍ର ବାଇବଲ (CL) NT (BSI))
ମୋ’ ଅନ୍ତରରେ ଥିବା ଖ୍ରୀଷ୍ଟଙ୍କ ସତ୍ୟର ଦୁହାଇ ଦେଇ ମୁଁ ପ୍ରତିଜ୍ଞା କରି କହୁଛି ଯେ, ଆଖାୟା ଦେଶର କୌଣସି ଅଞ୍ଚଳରେ ମୋର ଏହି ଦର୍ପକୁ କେହି ଖଣ୍ଡନ କରି ପାରିବେ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଇ ସତ୍ୟକହୁଛି, ସେହି ବିଷୟରେ ଗର୍ବ ପୂର୍ବକ କହିବା ପାଇଁ ମୋତେ ସମଗ୍ର ଆଖାୟାରେ କେହି ଅଟକାଇ ପାରିବ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋʼ ଠାରେ ଥିବା ଖ୍ରୀଷ୍ଟଙ୍କ ସତ୍ୟକୁ ସାକ୍ଷୀ ମାନି ମୁଁ କହୁଅଛି ଯେ, ଆଖାୟାର ଅଞ୍ଚଳସମୂହରେ ମୋହର ଏହି ଦର୍ପ କେହି ଖଣ୍ଡନ କରିବ ନାହିଁ, କାହିଁକି?
Odia IRV 2017 (ଓଡିଆ ବାଇବେଲ)
ମୋ'ଠାରେ ଥିବା ଖ୍ରୀଷ୍ଟଙ୍କ ସତ୍ୟକୁ ସାକ୍ଷୀ ମାନି ମୁଁ କହୁଅଛି ଯେ, ଆଖାୟାର ଅଞ୍ଚଳସମୂହରେ ମୋହର ଏହି ଦର୍ପ କେହିି ଖଣ୍ଡନ କରିବ ନାହିଁ କାହିଁକି?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾಜ್ಯಾ ಭುತ್ತುರ್ ಅಸಲ್ಲ್ಯಾ ಕ್ರಿಸ್ತಾಚ್ಯಾ ಖರೆಪಾನಾನ್ ಮಿಯಾ ಸಾಂಗ್ತಾ: ಸಗ್ಳ್ಯಾ ಅಖಾಯಿಯಾತ್ ಮಾಜೆ ಮೊಟೆಪಾನ್ ಬೊಲುಕ್ ಕೊನಾಚ್ಯಾನ್ಬಿ ಅಡ್ವುಕ್ ಹೊಯ್ನಾ.