2 Corinthians 11:32 — Compare Translations
7 translations compared side by side
Odia - 1840
"ସେ ସର୍ବଦା ପ୍ରଶଂସିତ ହବୋ କଥା। ମୁଁ ଯେତବେେଳେ ଦମ୍ମସକଠାେ ରେ ଥିଲି, ଅରିତ଼ସ୍ ରାଜାଙ୍କ ରାଜ୍ଯପାଳ ନଗରର ଚାରି ପଟେ ପ୍ରହରୀମାନଙ୍କୁ ରଖି ମାେତେ ବନ୍ଦୀ କରିବା ପାଇଁ ଚେଷ୍ଟା କରିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦାମାସ୍କସ୍ରେ ହାରେତା ରାଜାଙ୍କ ଶାସନକର୍ତ୍ତା ମୋତେ ଧରିବା ନିମନ୍ତେ ଉକ୍ତ ସହରରେ ପ୍ରହରୀମାନଙ୍କୁ ଜଗାଇଥିଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଁ ଦାମାସ୍କସ୍ରେ ଥଲାବେଳେ ରାଜା ଆରେଟସ୍ଙ୍କ ଅଧୀନସ୍ଥ ଶାସନକର୍ତ୍ତା ମୋତେ ଗିରଫ କରିବା ପାଇଁ ନଗରର ଚାରିଆଡ଼େ ପ୍ରହରୀ ନିଯୁକ୍ତ କରିଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେ ସର୍ବଦା ପ୍ରଶଂସିତ ହେବା କଥା। ମୁଁ ଯେତେବେଳେ ଦମ୍ମେସକଠାରେ ଥିଲି, ଅରିତସ୍ ରାଜାଙ୍କ ରାଜ୍ୟପାଳ ନଗରର ଗ୍ଭରିପଟେ ପ୍ରହରୀମାନଙ୍କୁ ରଖି ମୋତେ ବନ୍ଦୀ କରିବା ପାଇଁ ଚେଷ୍ଟା କରିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦମ୍ମେଶକରେ ହାରେତା ରାଜାଙ୍କ ଶାସନକର୍ତ୍ତା ମୋତେ ଧରିବା ନିମନ୍ତେ ଉକ୍ତ ସହରରେ ପ୍ରହରୀମାନଙ୍କୁ ଜଗାଇଥିଲେ,
Odia IRV 2017 (ଓଡିଆ ବାଇବେଲ)
ଦମ୍ମେସକରେ ହାରେତା ରାଜାଙ୍କ ଶାସନକର୍ତ୍ତା ମୋତେ ଧରିବା ନିମନ୍ତେ ଉକ୍ତ ସହରରେ ପ୍ରହରୀମାନଙ୍କୁ ଜଗାଇଥିଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ದಮಸ್ಕಾತ್ ರ್ಹಾತಾನಾ ಮಾಕಾ ಧರುಕ್ ಮನುನ್ ಅರೆತಾಸ್ ಮನ್ತಲ್ಯಾ ರಾಜಾಚ್ಯಾ ಹಾತಿ ಖಾಯ್ಲ್ ಹೊತ್ತ್ಯಾ ಮೊಟ್ಯಾ ಅದಿಕಾರ್ಯಾನ್ ಶಾರಾಕ್ ರಾಕುಕ್ ರಾಕ್ವಾಲಿ ಥವಲ್ಲ್ಯಾನ್.