2 Corinthians 12:4 — Compare Translations

7 translations compared side by side

Odia - 1840
"ସେ ଏପରି ଶୁଣିବାକୁ ପାଇଲେ ୟହା ସେ ବୁଝଇେ ପାରିଲେ ନାହିଁ। ସେ କିଛି ବିଷୟ ଶୁଣିଲେ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଯାହା ମନୁଷ୍ୟ ପକ୍ଷରେ କହିବା ବିଧେୟ ନୁହେଁ, ଏପରି ଅକଥନୀୟ ବାକ୍ୟ ଶ୍ରବଣ କଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେଠାରେ ସେ କଥାରେ ନ କହି ପାରିବା ଓ ଉଚ୍ଚାରଣ କରି ନ ପାରିବା ଭଳି ବାଣୀ ଶୁଣିବାକୁ ପାଇଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେ ଏପରି ଶୁଣିବାକୁ ପାଇଲେ ଯାହା ସେ ବୁଝେଇ ପାରିଲେ ନାହିଁ। ସେ କିଛି ବିଷୟ ଶୁଣିଲେ,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଯାହା ମନୁଷ୍ୟ ପକ୍ଷରେ କହିବା ବିଧେୟ ନୁହେଁ, ଏପରି ଅକଥନୀୟ ବାକ୍ୟ ଶ୍ରବଣ କଲା।
Odia IRV 2017 (ଓଡିଆ ବାଇବେଲ)
ଆଉ ଯାହା ମନୁଷ୍ୟ ପକ୍ଷରେ କହିବା ବିଧେୟ ନୁହେଁ, ଏପରି ଅକଥନୀୟ ବାକ୍ୟ ଶ୍ରବଣ କଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಕಾ ತಿನ್ವ್ಯಾ ಸರ್‍ಗಾರ್ ಪತರ್ ವೊಡುನ್ ಘೆವ್ನ್ ಹೊಲೆ. ಅನಿ ಬೊಲುಕ್ ಹೊಯ್ನಾತ್ ತಸ್ಲಿ ವಿಶಯಾ, ಕೊನ್‍ಬಿ ಮಾನ್ಸಾಕ್ ಬೊಲುಕ್ ಅನುಮತಿ ನಸಲ್ಲ್ಯಾ ಗೊಸ್ಟಿಯಾ ಆಯಿಕ್ಲ್ಯಾ.