2 Corinthians 12:8 — Compare Translations

7 translations compared side by side

Odia - 1840
"ମୁଁ ପ୍ରଭୁଙ୍କୁ ତିନି ଥର ପ୍ରାର୍ଥନା କଲି ଯେ ସେ ଏହି କଣ୍ଟକଟିକୁ ମାେ ଠାରୁ ଦୂ ରଇେ ଦିଅନ୍ତୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେପରି ତାହା ମୋʼଠାରୁ ଦୂର ହୁଏ, ଏଥିପାଇଁ ମୁଁ ପ୍ରଭୁଙ୍କୁ ସେ ବିଷୟରେ ତିନି ଥର ବିନତି କଲି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏଥିରୁ ନିଷ୍କୃତି ପାଇବାକୁ ମୁଁ ପ୍ରଭୁଙ୍କ ନିକଟରେ ତିନି ଥର ପ୍ରର୍ଥନା ନିବେଦନ କରିଛି,
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ପ୍ରଭୁଙ୍କୁ ତିନିଥର ପ୍ରାର୍ଥନା କଲି ଯେ ସେ ଏହି କଣ୍ଟକଟିକୁ ମୋ’ଠାରୁ ଦୂରେଇ ନିଅନ୍ତୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେପରି ତାହା ମୋʼଠାରୁ ଦୂର ହୁଏ, ଏଥିପାଇଁ ମୁଁ ପ୍ରଭୁଙ୍କୁ ସେ ବିଷୟରେ ତିନି ଥର ବିନତି କଲି।
Odia IRV 2017 (ଓଡିଆ ବାଇବେଲ)
ଯେପରି ତାହା ମୋ'ଠାରୁ ଦୂର ହୁଏ, ଏଥିପାଇଁ ମୁଁ ପ୍ରଭୁଙ୍କୁ ସେ ବିଷୟରେ ତିନି ଥର ବିନତି କଲି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹ್ಯೊ ದುಸ್ಮಾನ್ ಮಾಜೆಕ್ನಾ ಧುರ್ ಜಾಂವ್ದಿತ್ ಮನುನ್ ತಿನ್‍ದಾ ಧನಿಯಾಕ್ಡೆ ಮಿಯಾ ಮಾಗ್ಲೊ.