2 Corinthians 2:4 — Compare Translations

7 translations compared side by side

Odia - 1840
"ପୂର୍ବରୁ ମୁଁ ଯେତବେେଳେ ତୁମ୍ଭକୁ ଲେଖିଥିଲି, ସେତବେେଳେ ମାେ ହୃଦୟ ରେ ଅଧିକ ବଦନୋ ଓ ଦୁଃଖ ଥିଲା। ମୁଁ ଆଖି ରେ ଲୁହ ଗଡ଼ାଇ ଲେଖିଥିଲି। ତୁମ୍ଭମାନଙ୍କୁ ଦୁଃଖ ଦବୋ ମାରେ ଉଦ୍ଦେଶ୍ଯ ନ ଥିଲା। ତୁମ୍ଭମାନଙ୍କ ପାଇଁ ମାରେ ପ୍ ରମରେ ମାତ୍ରା କେତେ ଅଧିକ, ଏହା ଯେପରି ତୁମ୍ଭମାନେେ ଜାଣିପାରିବ ଏଥିପାଇଁ ଏହା ଲେଖିଲି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ବହୁତ କ୍ଳେଶ ଓ ହୃଦୟର ବେଦନାରେ ବହୁ ଅଶ୍ରୁପାତ ସହିତ ମୁଁ ତୁମ୍ଭମାନଙ୍କୁ ଲେଖିଥିଲି; ଯେପରି ତୁମ୍ଭେମାନେ ଦୁଃଖିତ ହୁଅ, ଏପରି ନୁହେଁ, ମାତ୍ର ତୁମ୍ଭମାନଙ୍କ ପ୍ରତି ମୋହର ଯେ ଅଧିକ ପ୍ରଚୁର ପ୍ରେମ ଅଛି, ଏହା ଯେପରି ତୁମ୍ଭେମାନେ ଜ୍ଞାତ ହୁଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଗଭୀର ଦୁଃଖ ଓ ବେଦନାଭରା ହୃଦୟରେ କାନ୍ଦି କାନ୍ଦି ମୁଁ ଯେଛଁ ଚିଠି ଲେଖିଥିଲି, ତୁମ୍ଭମାନଙ୍କୁ ମୁଁ କେତେ ସ୍ନେହ କରେ, ଏହା ଜଣାଇବା ଥିଲା ସେହି ଚିଠିର ଉଦ୍ଦେଶ୍ୟ।
Odia Bible ERV 2004 (ପବିତ୍ର ବାଇବଲ)
ପୂର୍ବରୁ ମୁଁ ଯେତେବେଳେ ତୁମ୍ଭକୁ ଲେଖିଥିଲି, ସେତେବେଳେ ମୋ’ ହୃଦୟରେ ଅଧିକ ବେଦନା ଓ ଦୁଃଖ ଥିଲା। ମୁଁ ଆଖିରେ ଲୁହ ଗଡ଼ାଇ ଲେଖିଥିଲି। ତୁମ୍ଭମାନଙ୍କୁ ଦୁଃଖ ଦେବା ମୋର ଉଦ୍ଦେଶ୍ୟ ନ ଥିଲା। ତୁମ୍ଭମାନଙ୍କ ପାଇଁ ମୋର ପ୍ରେମର ମାତ୍ରା କେତେ ଅଧିକ, ଏହା ଯେପରି ତୁମ୍ଭେମାନେ ଜାଣି ପାରିବ ଏଥିପାଇଁ ଏହା ଲେଖିଲି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ବହୁତ କ୍ଳେଶ ଓ ହୃଦୟର ବେଦନାରେ ବହୁ-ଅଶ୍ରୁପାତ ସହିତ ମୁଁ ତୁମ୍ଭମାନଙ୍କୁ ଲେଖିଥିଲି ଯେପରି ତୁମ୍ଭେମାନେ ଦୁଃଖିତ ହୁଅ, ଏପରି ନୁହେଁ, ମାତ୍ର ତୁମ୍ଭମାନଙ୍କ ପ୍ରତି ମୋହର ଯେ ଅଧିକ ପ୍ରଚୁର ପ୍ରେମ ଅଛି, ଏହା ଯେପରି ତୁମ୍ଭେମାନେ ଜ୍ଞାତ ହୁଅ।
Odia IRV 2017 (ଓଡିଆ ବାଇବେଲ)
କାରଣ ବହୁତ କ୍ଳେଶ ଓ ହୃଦୟର ବେଦନାରେ ବହୁଅଶ୍ରୁପାତ ସହିତ ମୁଁ ତୁମ୍ଭମାନଙ୍କୁ ଲେଖିଥିଲି ଯେପରି ତୁମ୍ଭେମାନେ ଦୁଃଖିତ ହୁଅ, ଏପରି ନୁହେଁ, ମାତ୍ର ତୁମ୍ଭମାନଙ୍କ ପ୍ରତି ମୋହର ଯେ ଅଧିକ ପ୍ରଚୁର ପ୍ରେମ ଅଛି, ଏହା ଯେପରି ତୁମ୍ଭେମାନେ ଜ୍ଞାତ ହୁଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಮನುನ್ ತರಾಸಾತ್ನಾ ಅನಿ ಮನಾಕ್ ಬೆಜಾರ್ ಹೊವ್ನ್ ಅನಿ ಡೊಳ್ಯಾನಿತ್ನಾ ದುಕ್ಕಾ ಗಳ್ವುನ್ ತಿ ಚಿಟಿ ಮಿಯಾ ತುಮ್ಕಾ ಲಿವಲ್ಲೊ, ತುಮ್ಕಾ ದಾಕ್ವುಚೆ ಮನುನ್ ನ್ಹಯ್ ಖಾಲಿ ತುಮ್ಚೆ ವೈರ್ ಮಾಕಾ ಅಸಲ್ಲೊ ಪ್ರೆಮ್ ಕೆವ್ಡೊ ಮನುನ್ ದಾಕ್ವುನ್ ದಿವ್ಕ್ ಮಿಯಾ ಲಿವಲ್ಲೊ.