2 Corinthians 6:7 — Compare Translations

7 translations compared side by side

Odia - 1840
"ପ୍ରେତ୍ୟକକ କଥା ରେ ଆମ୍ଭେ ଆମ୍ଭର ଧାର୍ମିକ ଜୀବନ ପ୍ରଣାଳୀକୁ ରକ୍ଷାଢ଼ାଲ ଭାବରେ ବ୍ଯବହାର କରୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସତ୍ୟ ବାକ୍ୟରେ, ଈଶ୍ଵରଙ୍କ ଶକ୍ତିରେ, ଦକ୍ଷିଣ ଓ ବାମ ହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ର ଦ୍ଵାରା,
Odia BSI (ପବିତ୍ର ବାଇବଲ (CL) NT (BSI))
ଶତ୍ରୁମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ଧାର୍ମିକତା ଆମର ପ୍ରଧାନ ଅସ୍ତ୍ର।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରତ୍ୟେକ କଥାରେ ଆମ୍ଭେ ଆମ୍ଭର ଧାର୍ମିକ ଜୀବନ ପ୍ରଣାଳୀକୁ ରକ୍ଷା ଢାଲ ଭାବରେ ବ୍ୟବହାର କରୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସତ୍ୟ ବାକ୍ୟରେ, ଈଶ୍ବରଙ୍କ ଶକ୍ତିରେ, ଦକ୍ଷିଣ ଓ ବାମହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ର ଦ୍ୱାରା,
Odia IRV 2017 (ଓଡିଆ ବାଇବେଲ)
ସତ୍ୟ ବାକ୍ୟରେ, ଈଶ୍ୱରଙ୍କ ଶକ୍ତିରେ, ଦକ୍ଷିଣ ଓ ବାମହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ରଦ୍ୱାରା,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರ್‍ಯಾ ಗೊಸ್ಟಿಯಾತ್ನಿ ದೆವಾಚೊ ಬಳ್ ಹಾಯ್, ಅಮ್ಚ್ಯಾ ಹಾತಾತ್ನಿ ನಿತಿವಂತ್ಪಾನಾಚಿ ಹಾತಿಯಾರಾ ಘೆವ್ನ್ ಹಾಂವ್, ಅಮ್ಚ್ಯಾ ವರ್‍ತಿ ಆಕ್ರಮನ್ ಅಡ್ವುಕ್ ಅನಿ ಅಮ್ಕಾಚ್ ಅಮಿ ರಾಕುಕ್.