2 Corinthians 7:13 — Compare Translations
7 translations compared side by side
Odia - 1840
"ଏହି କାରଣରୁ ଆମ୍ଭେ ଆଶ୍ବସ୍ତ ଥିଲୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଆମ୍ଭମାନଙ୍କ ସାନ୍ତ୍ଵନାରେ ଆମ୍ଭେମାନେ ତୀତସଙ୍କ ଆନନ୍ଦ ହେତୁ ଆହୁରି ଅଧିକ ଆନନ୍ଦ କଲୁ, କାରଣ ତାଙ୍କ ଆତ୍ମା ତୁମ୍ଭ ସମସ୍ତଙ୍କ ଦ୍ଵାରା ସଞ୍ଜୀବିତ ହୋଇଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେଥିପାଇଁ ଆମେ କେଡ଼େ ଉତ୍ସାହିତ, ତାହା ଜଣାଇ ଦେବାକୁ ମୁଁ ସେହି ଚିଠି ଲେଖିଛି। ଆମେ କେବଳ ଉତ୍ସାହିତ ହୋଇ ନାହୁଁ। ତୁମ୍ଭେମାନେ ତିତସଙ୍କୁ ସବୁ ପ୍ରକାରେ ସାହାଯ୍ୟ କରି ଯେପରି ଭାବରେ ଉତ୍ସାହିତ କରିଛ, ତାହା ଆମକୁ ବହୁତ ଆନନ୍ଦ ଦେଇଛି।
Odia Bible ERV 2004 (ପବିତ୍ର ବାଇବଲ)
ଏହି କାରଣରୁ ଆମ୍ଭେ ଆଶ୍ୱସ୍ତ ଥିଲୁ। ତୁମ୍ଭେମାନେ ତୀତସଙ୍କ ପ୍ରତି ଉତ୍ତମ ବ୍ୟବହାର ଦେଖାଇ ଥିବାରୁ ତୀତସ ଖୁସୀ ଥିଲେ, ସେଥିପାଇଁ ଆମ୍ଭେମାନେ ମଧ୍ୟ ଅଧିକ ଆନନ୍ଦିତ ହେଲୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଆମ୍ଭମାନଙ୍କ ସାନ୍ତ୍ୱନାରେ ଆମ୍ଭେମାନେ ତୀତସଙ୍କ ଆନନ୍ଦ ହେତୁ ଆହୁରି ଅଧିକ ଆନନ୍ଦ କଲୁ, କାରଣ ତାହାଙ୍କ ଆତ୍ମା ତୁମ୍ଭ ସମସ୍ତଙ୍କ ଦ୍ୱାରା ସଞ୍ଜୀବିତ ହୋଇଅଛି।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଆମ୍ଭମାନଙ୍କ ସାନ୍ତ୍ୱନାରେ ଆମ୍ଭେମାନେ ତୀତସଙ୍କ ଆନନ୍ଦ ହେତୁ ଆହୁରି ଅଧିକ ଆନନ୍ଦ କଲୁ, କାରଣ ତାଙ୍କ ଆତ୍ମା ତୁମ୍ଭ ସମସ୍ତଙ୍କ ଦ୍ୱାରା ସଞ୍ଜୀବିତ ହୋଇଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಮಾದಾನ್ ಸಾಂಗ್ತಲ್ಯಾಚ್ಯಾ ಭಾಯ್ರ್, ತಿತಾಚಿ ಕುಶಿ ಬಗುನ್ ಅಮ್ಚಿ ಕುಶಿ ದೊನ್ಪಟ್ ಹೊಲಿ. ಕಶ್ಯಾಕ್ ಮಟ್ಲ್ಯಾರ್ ತುಮಿ ಸಗ್ಳ್ಯಾನಿಬಿ ತಿತಾಚ್ಯಾ ಮನಾಕ್ ಸಮಾದಾನ್ ದಿಲ್ಯಾಶಿ.