2 Corinthians 8:11 — Compare Translations

7 translations compared side by side

Odia - 1840
"ତା' ହେଲେ ଯାଇ ତୁମ୍ଭମାନଙ୍କର କରିବା ତୁମ୍ଭମାନଙ୍କର ଇଚ୍ଛା କରିବା ସହିତ ସମାନ ହବେ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି ତହିଁରୁ ଦାନ କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏବେ ସେହି କର୍ମ ମଧ୍ୟ ସମାପ୍ତ କର, ଯେପରି ଇଚ୍ଛା କରିବାରେ ଯେପ୍ରକାର ଆଗ୍ରହଭାବ ଥିଲା, ସେହିପ୍ରକାରେ ତୁମ୍ଭମାନଙ୍କ ଅବସ୍ଥା ପ୍ରମାଣେ କାର୍ଯ୍ୟ ମଧ୍ୟ ସମାପ୍ତ ହେବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେଣୁ କାର୍ଯ୍ୟ କରିଯାଅ ଓ ତୁମ ସୁଯୋଗ ଅନୁଯାୟୀ ତାହା ସମାପ୍ତ କର। ସଙ୍କଳ୍ପ ଗ୍ରହଣ କରିବା ସମୟରେ ତୁମର ଯେଉଁ ଆଗ୍ରହ ଥିଲା, କାର୍ଯ୍ୟ ସମାପ୍ତି ପର୍ଯ୍ୟନ୍ତ ତାହାକୁ ବଚାୟ ରଖ।
Odia Bible ERV 2004 (ପବିତ୍ର ବାଇବଲ)
ତା’ହେଲେ ଯାଇ ତୁମ୍ଭମାନଙ୍କର “କରିବା” ତୁମ୍ଭମାନଙ୍କର “ଇଚ୍ଛା କରିବା” ସହିତ ସମାନ ହେବ। ତୁମ୍ଭମାନଙ୍କ ପାଖରେ ଯାହା ଅଛି ତହିଁରୁ ଦାନ କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏବେ ସେହି କର୍ମ ମଧ୍ୟ ସମାପ୍ତ କର, ଯେପରି ଇଚ୍ଛା କରିବାରେ ଯେପ୍ରକାର ଆଗ୍ରହଭାବ ଥିଲା, ସେହି ପ୍ରକାରେ ତୁମ୍ଭମାନଙ୍କ ଅବସ୍ଥା ପ୍ରମାଣେ କାର୍ଯ୍ୟ ମଧ୍ୟ ସମାପ୍ତ ହେବ।
Odia IRV 2017 (ଓଡିଆ ବାଇବେଲ)
ଏବେ ସେହି କର୍ମ ମଧ୍ୟ ସମାପ୍ତ କର, ଯେପରି ଇଚ୍ଛା କରିବାରେ ଯେପ୍ରକାର ଆଗ୍ରହଭାବ ଥିଲା, ସେହି ପ୍ରକାରେ ତୁମ୍ଭମାନଙ୍କ ଅବସ୍ଥା ପ୍ରମାଣେ କାର୍ଯ୍ୟ ମଧ୍ୟ ସମାପ୍ତ ହେବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತರ್ ಅತ್ತಾ ತೆ ತುಮಿ ಪುರಾ ಕರಾ. ತೆ ಸುರು ಕರ್‍ತಾನಾ ತುಮಿ ಇಮೆಂದ್ ದಾಕ್ವುಲ್ಲ್ಯಾಶಿ ತಶೆಚ್ ತುಮ್ಚ್ಯಾ ತಾಕ್ತಿ ಪರ್‍ಕಾರ್ ತಿ ಪುರಾ ಕರುಕ್ ಇಮೆಂದ್ ದಾಕ್ವಾ.