2 Corinthians 8:23 — Compare Translations
7 translations compared side by side
Odia - 1840
"ତିତସଙ୍କ ସମ୍ବନ୍ଧ ରେ ଏହା କୁ ହେ ଯେ, ସେ ମାରେ ସହକର୍ମୀ ଓ ସେ ମାେ ସହିତ କାର୍ୟ୍ଯ କରି ତୁମ୍ଭମାନଙ୍କୁ ସାହାୟ୍ଯ କରୁଛନ୍ତି। ଅନ୍ୟ ଭାଇମାନଙ୍କ ବିଷୟ ରେ ଏହା କ ହେ ଯେ, ସମାନେେ ବିଭିନ୍ନ ମଣ୍ଡଳୀଗୁଡ଼ିକରୁ ପଠା ଯାଇଛନ୍ତି, ଓ ଖ୍ରୀଷ୍ଟଙ୍କ ପାଇଁ ଗୌରବ ସ୍ବରୂପ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୀତସଙ୍କ ବିଷୟରେ ଯଦି କେହି ପଚାରେ, ସେ ମୋହର ସହଭାଗୀ ଓ ତୁମ୍ଭମାନଙ୍କ ନିମନ୍ତେ ମୋହର ସହକର୍ମୀ; କିଅବା ଯଦି ଆମ୍ଭମାନଙ୍କ ଭାଇମାନଙ୍କ ସମ୍ଵନ୍ଧରେ ପଚାରେ, ସେମାନେ ମଣ୍ତଳୀସମୂହ ଦ୍ଵାରା ପ୍ରେରିତ, ପୁଣି ଖ୍ରୀଷ୍ଟଙ୍କ ଗୌରବ ସ୍ଵରୂପ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତିତସଙ୍କ ପରିଚୟ ଏହି: ସେ ମୋର ସହଯୋଗୀ ଓ ତୁମ୍ଭମାନଙ୍କୁ ସାହାଯ୍ୟ କରିବାରେ ମୋର ସହକର୍ମୀ। ପୁଣି ତାଙ୍କ ସହିତ ଯାଉଥିବା ଅନ୍ୟ ବିଶ୍ୱାସୀ ଭାଇମାନଙ୍କର ପରିଚୟ: ସେମାନେ ମଣ୍ଡଳୀ ସମୂହର ପ୍ରତିନିଧି ଓ ଖ୍ରୀଷ୍ଟଙ୍କ ଗୌରବ ସ୍ୱରୂପ।
Odia Bible ERV 2004 (ପବିତ୍ର ବାଇବଲ)
ତୀତସଙ୍କ ସମ୍ବନ୍ଧରେ ଏହା କୁହେ ଯେ, ସେ ମୋର ସହକର୍ମୀ ଓ ସେ ମୋ’ ସହିତ କାର୍ଯ୍ୟ କରି ତୁମ୍ଭମାନଙ୍କୁ ସାହାଯ୍ୟ କରୁଛନ୍ତି। ଅନ୍ୟ ଭାଇମାନଙ୍କ ବିଷୟରେ ଏହା କ ହେ ଯେ, ସେମାନେ ବିଭିନ୍ନ ମଣ୍ଡଳୀଗୁଡ଼ିକରୁ ପଠା ଯାଇଛନ୍ତି, ଓ ଖ୍ରୀଷ୍ଟଙ୍କ ପାଇଁ ଗୌରବ ସ୍ୱରୂପ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୀତସଙ୍କ ବିଷୟରେ ଯଦି କେହି ପଚାରେ, ସେ ମୋହର ସହଭାଗୀ ଓ ତୁମ୍ଭମାନଙ୍କ ନିମନ୍ତେ ମୋହର ସହକର୍ମୀ; କିଅବା ଯଦି ଆମ୍ଭମାନଙ୍କ ଭାଇମାନଙ୍କ ସମ୍ବନ୍ଧରେ ପଚାରେ, ସେମାନେ ମଣ୍ଡଳୀ-ସମୂହ ଦ୍ୱାରା ପ୍ରେରିତ, ପୁଣି, ଖ୍ରୀଷ୍ଟଙ୍କ ଗୌରବ ସ୍ୱରୂପ।
Odia IRV 2017 (ଓଡିଆ ବାଇବେଲ)
ତୀତସଙ୍କ ବିଷୟରେ ଯଦି କେହି ପଚାରେ, ସେ ମୋହର ସହଭାଗୀ ଓ ତୁମ୍ଭମାନଙ୍କ ନିମନ୍ତେ ମୋହର ସହକର୍ମୀ; କିଅବା ଯଦି ଆମ୍ଭମାନଙ୍କ ଭାଇମାନଙ୍କ ସମ୍ବନ୍ଧରେ ପଚାରେ, ସେମାନେ ମଣ୍ଡଳୀସମୂହ ଦ୍ୱାରା ପ୍ରେରିତ, ପୁଣି, ଖ୍ରୀଷ୍ଟଙ୍କ ଗୌରବ ସ୍ୱରୂପ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಿತಾಚ್ಯಾ ವಿಶಯಾತ್ ಸಾಂಗುಚೆ ಹೊಲ್ಲ್ಯಾರ್, ತೊ ತುಮ್ಚಿ ಸೆವಾ ಕರ್ತಲ್ಯಾ ವಿಶಯಾತ್ ಮಾಜೊ ವಾಂಗ್ಡಿ ಅನಿ ಕಾಮ್ಗಾರಿ, ತೆಚ್ಯಾ ವಾಂಗ್ಡಾ ಜಾತಲ್ಯಾ ಭಾವಾಚ್ಯಾ ವಿಶಯಾತ್ ಸಾಂಗುಚೆ ಹೊಲ್ಯಾರ್, ತೆನಿ ದೆವಾಚ್ಯಾ ಲೊಕಾಂಚ್ಯಾ ತಾಂಡ್ಯಾಂಚಿ ದುತಾ ಅನಿ ಕ್ರಿಸ್ತಾಚಿ ಮಹಿಮಾ.