2 Corinthians 8:3 — Compare Translations

7 translations compared side by side

Odia - 1840
"ମୁଁ କହିପା ରେ ଯେ, ସମାନେେ ଯେତେ ଦଇେ ପାରିବା କଥା ତାହ ଦଇେଛନ୍ତି। ଏତିକି ନୁହେଁ, ସମାନେେ ସ୍ବେଚ୍ଛା ରେ ନିଜ ସାମର୍ଥ୍ଯ ଅପେକ୍ଷା ଅଧିକ ଦଇେଛନ୍ତି। କହେି ତାହାଙ୍କୁ ଏହା କରିବା ପାଇଁ କହି ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ମୁଁ ସାକ୍ଷ୍ୟ ଦେଉଅଛି ଯେ, ସେମାନଙ୍କ ଶକ୍ତି ଅନୁସାରେ, ବରଂ ସେମାନଙ୍କ ଶକ୍ତିର ଅତିରିକ୍ତ ଭାବରେ ସେମାନେ ଦାନ କଲେ;
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଁ ନିଶ୍ଚିତଭାବେ କହୁଛି ଯେ, ସେମାନେ ସ୍ୱେଚ୍ଛାରେ ନିଜର ସାଧ୍ୟ ଅନୁସାରେ- ଏପରି କି ସାଧ୍ୟାତୀତ ଭାବରେ ମଧ୍ୟ- ଦାନ କରିଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ କହିପାରେ ଯେ, ସେମାନେ ଯେତେ ଦେଇ ପାରିବା କଥା ତାହ ଦେଇଛନ୍ତି। ଏତିକି ନୁହେଁ, ସେମାନେ ସ୍ୱେଚ୍ଛାରେ ନିଜ ସାମର୍ଥ୍ୟ ଅପେକ୍ଷା ଅଧିକ ଦେଇଛନ୍ତି। କେହି ତାହାଙ୍କୁ ଏହା କରିବା ପାଇଁ କହି ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ମୁଁ ସାକ୍ଷ୍ୟ ଦେଉଅଛି ଯେ, ସେମାନଙ୍କ ଶକ୍ତି ଅନୁସାରେ, ବରଂ ସେମାନଙ୍କ ଶକ୍ତିର ଅତିରିକ୍ତ ଭାବରେ ସେମାନେ ଦାନ କଲେ;
Odia IRV 2017 (ଓଡିଆ ବାଇବେଲ)
କାରଣ ମୁଁ ସାକ୍ଷ୍ୟ ଦେଉଅଛି ଯେ, ସେମାନଙ୍କ ଶକ୍ତି ଅନୁସାରେ, ବରଂ ସେମାନଙ୍କ ଶକ୍ତିର ଅତିରିକ୍ତ ଭାବରେ ସେମାନେ ଦାନ କଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಪ್ನಾ ಅಪ್ನಾಚ್ಯಾ ತಾಕ್ತಿ ಪರ್‍ಕಾರ್ ಕವ್ಡೆ ದಿವ್ಕ್ ಹೊತಾ ತವ್ಡೆ ಅನಿ ಅನಿಬಿ ಜಾಸ್ತಿಚೆ ತೆಂಚ್ಯಾ ಸ್ವಂತ್ ಮನಾನಿ ತೆನಿ ದಿಲ್ಯಾನಾತ್ ಮನುನ್ ಮಿಯಾ ಖರೆಚ್ ಸಾಂಗ್ತಾ.