2 Corinthians 9:11 — Compare Translations
7 translations compared side by side
Odia - 1840
"ପରମେଶ୍ବର ତୁମ୍ଭମାନଙ୍କୁ ପ୍ରେତ୍ୟକକ ବିଷୟ ରେ ଧନୀ କରିବେ, ଫଳ ସ୍ବରୂପ ତୁମ୍ଭମାନେେ ସବୁବେଳେ ଉଦାର ମନ ରେ ଦାନ ଦଇେ ପାରିବ। ଆମ୍ଭ ମାଧ୍ଯମ ରେ ତୁମ୍ଭମାନଙ୍କର ଦାନ ପାଇଁ ପରମେଶ୍ବରଙ୍କୁ ଲୋକେ ଧନ୍ଯବାଦ ଦବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହିପରି ତୁମ୍ଭେମାନେ ସବୁ ବିଷୟରେ ଧନୀ ହୋଇ ସର୍ବପ୍ରକାର ବଦାନ୍ୟତା ଦେଖାଇ ପାରିବ, ଆଉ ତାହା ଆମ୍ଭମାନଙ୍କ ଦ୍ଵାରା ଈଶ୍ଵରଙ୍କ ଧନ୍ୟବାଦର କାରଣ ହେବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ୍ଭେମାନେ ସର୍ବଦା ଯେପରି ଉଦାର ଭାବରେ ଦାନ କରିପାର, ଏଥିପାଇଁ ଈଶ୍ୱର ତୁମ୍ଭମାନଙ୍କୁ ସବୁ ବିଷୟରେ ସମୃଦ୍ଧ କରିବେ ଏବଂ ଆମ୍ଭମାନଙ୍କ ସ୍ୱାରା ତୁମେ ପଠାଇଥିବା ଦାନ ପାଇଁ ଅନେକେ ଈଶ୍ୱରଙ୍କନିକଟରେ କୃତଜ୍ଞ ହୋଇ ଧନ୍ୟବାଦ ଦେବେ।
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱର ତୁମ୍ଭମାନଙ୍କୁ ପ୍ରତ୍ୟେକ ବିଷୟରେ ଧନୀ କରିବେ, ଫଳ ସ୍ୱରୂପ ତୁମ୍ଭେମାନେ ସବୁବେଳେ ଉଦାର ମନରେ ଦାନ ଦେଇ ପାରିବ। ଆମ୍ଭ ମାଧ୍ୟମରେ ତୁମ୍ଭମାନଙ୍କର ଦାନ ପାଇଁ ପରମେଶ୍ୱରଙ୍କୁ ଲୋକେ ଧନ୍ୟବାଦ ଦେବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହିପରି ତୁମ୍ଭେମାନେ ସବୁ ବିଷୟରେ ଧନୀ ହୋଇ ସର୍ବ ପ୍ରକାର ବଦାନ୍ୟତା ଦେଖାଇପାରିବ, ଆଉ ତାହା ଆମ୍ଭମାନଙ୍କ ଦ୍ୱାରା ଈଶ୍ବରଙ୍କ ଧନ୍ୟବାଦର କାରଣ ହେବ।
Odia IRV 2017 (ଓଡିଆ ବାଇବେଲ)
ଏହିପରି ତୁମ୍ଭେମାନେ ସବୁ ବିଷୟରେ ଧନୀ ହୋଇ ସର୍ବ ପ୍ରକାର ବଦାନ୍ୟତା ଦେଖାଇ ପାରିବ, ଆଉ ତାହା ଆମ୍ଭମାନଙ୍କ ଦ୍ୱାରା ଈଶ୍ୱରଙ୍କ ଧନ୍ୟବାଦର କାରଣ ହେବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮ್ಚೊ ಬರೊ ಮನ್ ಅನಿಬಿ ಮೊಟೊ ಕರುಸಾಟಿ ಹರಿಎಕ್ ವಾಟೆನ್ ತುಮ್ಕಾ ತೊ ಸಾವ್ಕಾರ್ ಕರ್ತಾ, ಅನಿ ತುಮ್ಚಿ ದೆನಿ ಅಮ್ಚ್ಯಾ ವೈನಾ ಲೈ ಲೊಕಾಕ್ನಿ ಗಾವಲ್ಲ್ಯಾ ತನ್ನಾ ದೆವಾಕ್ ತೆನಿ ಧನ್ಯವಾದ್ ದಿವ್ಕ್ ಪಾವ್ತಾತ್.