2 Corinthians 9:3 — Compare Translations
7 translations compared side by side
Odia - 1840
"କିନ୍ତୁ ମୁଁ ଭାଇମାନଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବା ଉଦ୍ଦେଶ୍ଯ ହେଲା, ତୁମ୍ଭମାନଙ୍କ ପାଇଁ ଏ ବିଷୟ ରେ ଆମ୍ଭର ଯେଉଁ ଗର୍ବ ତାହା ବ୍ଯର୍ଥ ନ ହେଉ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତଥାପି ମୁଁ ଭାଇମାନଙ୍କୁ ପଠାଉଅଛି, ଯେପରି ଏ ସମ୍ଵନ୍ଧରେ ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଦର୍ପ ବ୍ୟର୍ଥ ନ ହୁଏ, ପୁଣି ମୋହର କଥାନୁସାରେ ତୁମ୍ଭେମାନେ ପ୍ରସ୍ତୁତ ହୁଅ,
Odia BSI (ପବିତ୍ର ବାଇବଲ (CL) NT (BSI))
ବର୍ତ୍ତମାନ ମୁଁ ଏହି ଭାଇମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଉଛି। ଦେଖ, ଏହି ସମୟରେ ଯେପରି ତୁମ୍ଭମାନଙ୍କ ସମ୍ପର୍କରେ ଆମର ଦର୍ପ ବୃଥା ନ ହୁଏ। ମୋ’ କହିବା ଅନପୁସାରେ ତୁମ୍ଭମାନଙ୍କ ଦାନ ସହ ପ୍ରସ୍ତୁତ ହୋଇ ରୁହ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ମୁଁ ଭାଇମାନଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବା ଉଦ୍ଦେଶ୍ୟ ହେଲା, ତୁମ୍ଭମାନଙ୍କ ପାଇଁ ଏ ବିଷୟରେ ଆମ୍ଭର ଯେଉଁ ଗର୍ବ ତାହା ବ୍ୟର୍ଥ ନ ହେଉ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତଥାପି ମୁଁ ଭାଇମାନଙ୍କୁ ପଠାଉଅଛି, ଯେପରି ଏ ସମ୍ବନ୍ଧରେ ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଦର୍ପ ବ୍ୟର୍ଥ ନ ହୁଏ, ପୁଣି, ମୋହର କଥାନୁସାରେ ତୁମ୍ଭେମାନେ ପ୍ରସ୍ତୁତ ହୁଅ,
Odia IRV 2017 (ଓଡିଆ ବାଇବେଲ)
ତଥାପି ମୁଁ ଭାଇମାନଙ୍କୁ ପଠାଉଅଛି, ଯେପରି ଏ ସମ୍ବନ୍ଧରେ ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଦର୍ପ ବ୍ୟର୍ଥ ନ ହୁଏ, ପୁଣି, ମୋହର କଥାନୁସାରେ ତୁମ୍ଭେମାନେ ପ୍ରସ୍ତୁତ ହୁଅ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜಾಲ್ಯಾರ್ಬಿ ತುಮ್ಚ್ಯಾ ವಿಶಯಾತ್ಲೆ ಅಮ್ಚೆ ಹೊಗ್ಳಾಪ್ ಪೊಕಳ್ ನ್ಹಯ್ ಮನುನ್ ದಾಕ್ವುನ್ ದಿವ್ಸಾಟ್ನಿ ಮಿಯಾ ಭಾವಾ ಭನಿಯಾಕ್ನಿ ತುಮ್ಚ್ಯಾಕ್ಡೆ ಧಾಡುನ್ ದಿಲಾ. ತಸೆಮನುನ್ ಮಿಯಾ ಸಾಂಗಟಲ್ಲ್ಯಾ ಸಾರ್ಕೆ; ತುಮಿ ಅತ್ತಾ ತಯಾರ್ ರ್ಹಾವ್ಕ್ ಪಾಜೆ.