2 John 1:10 — Compare Translations
7 translations compared side by side
Odia - 1840
"ଯଦି ତୁମ୍ଭ ପାଖକୁ କହେି ଆ ସେ କିନ୍ତୁ ଏହି ଶିକ୍ଷା ନ ଦିଏ, ତବେେ ତାହାକୁ ଗୃହ ରେ ସ୍ବାଗତ ଓ ଗ୍ରହଣ କର ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ଵର୍ଦ୍ଧନା ଜଣାଅ ନାହିଁ;
Odia BSI (ପବିତ୍ର ବାଇବଲ (CL) NT (BSI))
କେହି ଯଦି ଏହି ଶିକ୍ଷଶ ନେଇ ତୁମ ନିକଟକୁ ଆସି ନ ଥାଏ, ତାକୁ ତୁମ ଘରକୁ ସ୍ୱାଗତ କର ନାହିଁ- “ତୁମ୍ଭର ଶାନ୍ତି ହେଉ” ବୋଲି କହି ତାକୁ ନମସ୍କାର ଜଣାଅ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ତୁମ୍ଭ ପାଖକୁ କେହି ଆସେ କିନ୍ତୁ ଏହି ଶିକ୍ଷା ନ ଦିଏ, ତେବେ ତାହାକୁ ଗୃହରେ ସ୍ୱାଗତ ଓ ଗ୍ରହଣ କର ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ବର୍ଦ୍ଧନା ଜଣାଅ ନାହିଁ;
Odia IRV 2017 (ଓଡିଆ ବାଇବେଲ)
କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ବର୍ଦ୍ଧନା ଜଣାଅ ନାହିଁ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆ ಕೊನ್ ಹಿ ಶಿಕಾಪಾ ಆಯ್ಕಿನಸ್ತಾನಾ ರ್ಹಾತಾ, ತೊ ತುಮ್ಚ್ಯಾ ಜಗೊಳ್ ಯೆಲ್ಯಾರ್ ತೆಕಾ ಘರಾತ್ ಘೆವ್ನಕಾಶಿ. ಅನಿ ತೆಕಾ ನಮಸ್ಕಾರ್ ಕರುನಕಾಸಿ.