2 Kings 1:11 — Compare Translations

5 translations compared side by side

Odia - 1840
"ପୁନର୍ବାର ଅହସିଯ ଆଉ ଜଣେ ଅଧିନାଯକ ଓ ପଗ୍ଭଶ ଲୋକଙ୍କୁ ଏଲିଯ ନିକଟକୁ ପଠାଇଲେ। ସେ ଅଧିନାଯକ ଏଲିଯଙ୍କୁ ପୂର୍ବପରି କହିଲେ, ହେ ପରମେଶ୍ବରଙ୍କ ଲୋକ, ରାଜା ତୁମ୍ଭକୁ ଗ୍ଭହାନ୍ତି, 'ଦୟାକରି ତଳକୁ ଆସ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଉତ୍ତାରେ ରାଜା ପୁନର୍ବାର ତାଙ୍କ ନିକଟକୁ ଆଉ ଏକ ପଚାଶପତିକି ତାହାର ପଚାଶ ଲୋକ ସହିତ ପଠାଇଲେ । ତହୁଁ ସେ ତାଙ୍କୁ କହିଲେ, ହେ ପରମେଶ୍ଵରଙ୍କ ଲୋକ, ରାଜା କହିଅଛନ୍ତି, ଶୀଘ୍ର ତଳକୁ ଆସ ।
Odia Bible ERV 2004 (ପବିତ୍ର ବାଇବଲ)
ପୁନର୍ବାର ଅହସିୟ ଆଉ ଜଣେ ଅଧିନାୟକ ଓ ପଗ୍ଭଶ୍ ଲୋକଙ୍କୁ ଏଲିୟ ନିକଟକୁ ପଠାଇଲେ। ସେ ଅଧିନାୟକ ଏଲିୟଙ୍କୁ ପୂର୍ବପରି କହିଲେ, “ହେ ପରମେଶ୍ୱରଙ୍କ ଲୋକ, ରାଜା ତୁମ୍ଭକୁ ଗ୍ଭହାନ୍ତି, ‘ଦୟାକରି ତଳକୁ ଆସ।’”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଉତ୍ତାରେ ରାଜା ପୁନର୍ବାର ଏଲୀୟଙ୍କ ନିକଟକୁ ଆଉ ଏକ ପଚାଶପତିଙ୍କୁ ତାହାର ପଚାଶ ଲୋକ ସହିତ ପଠାଇଲେ। ତହୁଁ ଏହି ପଚାଶପତି ମଧ୍ୟ ଏଲୀୟଙ୍କୁ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ରାଜା କହିଅଛନ୍ତି, ‘ଶୀଘ୍ର ତଳକୁ ଆସ।’”
Odia IRV 2017 (ଓଡିଆ ବାଇବେଲ)
ଏଉତ୍ତାରେ ରାଜା ପୁନର୍ବାର ଏଲୀୟଙ୍କ ନିକଟକୁ ଆଉ ଏକ ପଚାଶପତିଙ୍କୁ ତାହାର ପଚାଶ ଲୋକ ସହିତ ପଠାଇଲେ। ତହୁଁ ଏହି ପଚାଶପତି ମଧ୍ୟ ଏଲୀୟଙ୍କୁ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ରାଜା କହିଅଛନ୍ତି, ଶୀଘ୍ର ତଳକୁ ଆସ।”