2 Kings 19:27 — Compare Translations

5 translations compared side by side

Odia - 1840
"ମାତ୍ର କେତବେେଳେ ତୁମ୍ଭର ବସିବାର, ବାହାରକୁ ୟିବାର ଭିତରକୁ ଆସିବାର ଓ ମାେ ସହିତ ତୁମ୍ଭ ର୍ଧୈୟ୍ଯଚ୍ଯୁତ ହବୋର ଆମ୍ଭେ ଜାଣୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ତୁମ୍ଭର ବସିବାର ଓ ବାହାରକୁ ଯିବାର ଓ ଭିତରକୁ ଆସିବାର ଓ ଆମ୍ଭ ବିରୁଦ୍ଧରେ ତୁମ୍ଭର କ୍ରୋଧ କରିବାର ଆମ୍ଭେ ଜାଣୁ ।
Odia Bible ERV 2004 (ପବିତ୍ର ବାଇବଲ)
ମାତ୍ର କେତେବେଳେ ତୁମ୍ଭର ବସିବାର, ବାହାରକୁ ଯିବାର ଭିତରକୁ ଆସିବାର ଓ ମୋ’ ସହିତ ତୁମ୍ଭ ଧୈର୍ଯ୍ୟଚ୍ୟୁତ ହେବାର ଆମ୍ଭେ ଜାଣୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ତୁମ୍ଭର ବସିବାର, ଓ ବାହାରକୁ ଯିବାର ଓ ଭିତରକୁ ଆସିବାର, ଓ ଆମ୍ଭ ବିରୁଦ୍ଧରେ ତୁମ୍ଭର କ୍ରୋଧ କରିବାର ମଧ୍ୟ ଆମ୍ଭେ ଜାଣୁ।
Odia IRV 2017 (ଓଡିଆ ବାଇବେଲ)
ମାତ୍ର ତୁମ୍ଭର ବସିବାର, ଓ ବାହାରକୁ ଯିବାର ଓ ଭିତରକୁ ଆସିବାର, ଓ ଆମ୍ଭ ବିରୁଦ୍ଧରେ ତୁମ୍ଭର କ୍ରୋଧ କରିବାର ମଧ୍ୟ ଆମ୍ଭେ ଜାଣୁ।