2 Kings 8:10 — Compare Translations

5 translations compared side by side

Odia - 1840
"ତହିଁରେ ଇଲୀଶାୟ କହିଲେ, ୟାଅ, ବିନ୍ହଦଦ୍କୁ କୁହ, 'ତୁମ୍ଭେ ଅବଶ୍ଯ ବଞ୍ଚିବ।' କିନ୍ତୁ ପ୍ରକୃତ ରେ ସଦାପ୍ରଭୁ ମାେତେ କହିଛନ୍ତି ଯେ, ' ସେ ଅବଶ୍ଯ ମରିବ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ଇଲୀଶାୟ ତାହାକୁ କହିଲେ, ତୁମ୍ଭେ ଯାଇ ତାହାକୁ କୁହ, ତୁମ୍ଭେ ଅବଶ୍ୟ ମୁକ୍ତ ହେବ; ତଥାପି ସଦାପ୍ରଭୁ ମୋତେ ଜଣାଇଅଛନ୍ତି ଯେ, ସେ ଅବଶ୍ୟ ମରିବ ।
Odia Bible ERV 2004 (ପବିତ୍ର ବାଇବଲ)
ତହିଁରେ ଇଲୀଶାୟ କହିଲେ, “ଯାଅ, ବି‌ନ୍‌ହଦ‌ଦଙ୍କୁ କୁହ, ‘ତୁମ୍ଭେ ଅବଶ୍ୟ ବଞ୍ଚିବ।’ କିନ୍ତୁ ପ୍ରକୃତରେ ସଦାପ୍ରଭୁ ମୋତେ କହିଛନ୍ତି ଯେ, ‘ସେ ଅବଶ୍ୟ ମରିବ।’”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ଇଲୀଶାୟ ତାହାକୁ କହିଲେ, “ତୁମ୍ଭେ ଯାଇ ତାହାଙ୍କୁ କୁହ, ‘ତୁମ୍ଭେ ଅବଶ୍ୟ ମୁକ୍ତ ହେବ,’ ତଥାପି ସଦାପ୍ରଭୁ ମୋତେ ଜଣାଇ ଅଛନ୍ତି ଯେ, ସେ ଅବଶ୍ୟ ମରିବ।”
Odia IRV 2017 (ଓଡିଆ ବାଇବେଲ)
ତହିଁରେ ଇଲୀଶାୟ ତାହାକୁ କହିଲେ, “ତୁମ୍ଭେ ଯାଇ ତାହାଙ୍କୁ କୁହ, ‘ତୁମ୍ଭେ ଅବଶ୍ୟ ମୁକ୍ତ ହେବ,’ ତଥାପି ସଦାପ୍ରଭୁ ମୋତେ ଜଣାଇ ଅଛନ୍ତି ଯେ, ସେ ଅବଶ୍ୟ ମରିବ।”