2 Kings 8:22 — Compare Translations
5 translations compared side by side
Odia - 1840
"ତେଣୁ ଇଦୋମୀଯ ଲୋକମାନେ ଯିହୁଦା ବିରୁଦ୍ଧ ରେ ବିଦ୍ରୋହ କଲେ। ସମାନେେ ଆଜି ପର୍ୟ୍ଯନ୍ତ ଯିହୁଦାର ରାଜତ୍ବରୁ ମୁକ୍ତ ଅଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହିରୂପେ ଇଦୋମ ଆଜି ପର୍ଯ୍ୟନ୍ତ ଯିହୁଦାର ଅଧୀନତାର ବିଦ୍ରୋହୀ ହେଲା । ସେସମୟରେ ଲିବ୍ନା ମଧ୍ୟ ବିଦ୍ରୋହୀ ହେଲା ।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ଇଦୋମୀୟ ଲୋକମାନେ ଯିହୁଦା ବିରୁଦ୍ଧରେ ବିଦ୍ରୋହ କଲେ। ସେମାନେ ଆଜି ପର୍ଯ୍ୟନ୍ତ ଯିହୁଦାର ରାଜତ୍ୱରୁ ମୁକ୍ତ ଅଛନ୍ତି। ଠିକ୍ ସେହି ସମୟରେ ଲିବ୍ନା ମଧ୍ୟ ଯିହୁଦାର ନିୟମ ଭଙ୍ଗ କଲ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହିରୂପେ ଇଦୋମ ଆଜି ପର୍ଯ୍ୟନ୍ତ ଯିହୁଦାର ଅଧୀନତାର ବିଦ୍ରୋହୀ ହେଲା। ସେହି ସମୟରେ ଲିବ୍ନା ନଗର ମଧ୍ୟ ବିଦ୍ରୋହୀ ହେଲା।
Odia IRV 2017 (ଓଡିଆ ବାଇବେଲ)
ଏହିରୂପେ ଇଦୋମ ଆଜି ପର୍ଯ୍ୟନ୍ତ ଯିହୁଦାର ଅଧୀନତାର ବିଦ୍ରୋହୀ ହେଲା। ସେହି ସମୟରେ ଲିବ୍ନା ନଗର ମଧ୍ୟ ବିଦ୍ରୋହୀ ହେଲା।