2 Peter 2:5 — Compare Translations

7 translations compared side by side

Odia - 1840
"ଅତି ପୂର୍ବକାଳ ରେ ରହୁଥିବା ମନ୍ଦ ଲୋକଙ୍କୁ ପରମେଶ୍ବର ଦଣ୍ଡ ଦଇେଥିଲେ। ପରମେଶ୍ବର ଆପଣା ବିରୋଧୀ ଲୋକମାନଙ୍କ ପାଇଁ ଏକ ପ୍ରଳୟଙ୍କାରୀ ବନ୍ଯା ଆଣିଥିଲେ। କିନ୍ତୁ ପରମେଶ୍ବର ନୋହ ଓ ତାହାଙ୍କ ସହ୍ଯ ଅନ୍ୟ ସାତଜଣଙ୍କୁ ସହେି ପ୍ରଳୟଙ୍କାରୀ ବନ୍ଯାରୁ ରକ୍ଷା କରିଥିଲେ। ଲୋକମାନଙ୍କୁ ନୋହ ଉତ୍ତମ ଜୀବନ କାଟିବାକୁ ଉପଦେଶ ଦେଉଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ପୁରାତନ ଜଗତକୁ ମଧ୍ୟ ଛାଡ଼ିଲେ ନାହିଁ, କିନ୍ତୁ କେବଳ ଧର୍ମପ୍ରଚାରକ ନୋହଙ୍କୁ ଅନ୍ୟ ସାତ ଜଣ ସହିତ ରକ୍ଷା କରି ଧର୍ମଭ୍ରଷ୍ଟ ଜଗତରେ ଳଳପ୍ଳାବନ ଘଟାଇଲେ;
Odia BSI (ପବିତ୍ର ବାଇବଲ (CL) NT (BSI))
ଈଶ୍ୱର ପୁରାତନ ଜଗତକୁ ସଣ୍ଡ ନ ଦେଇ ଛାଡ଼ି ଦେଇ ନ ଥିଲେ; ଅଧାର୍ମିକ ଜଗତବାସୀଙ୍କ ଉପରେ ଜଳପ୍ଳାବନ ଘଟାଇଥିଲେ। ସେ କେବଳ ଧର୍ମ ପ୍ରଚାର କରୁଥିବା ନୋହ ଓ ଅନ୍ୟ ସାତ ଜଣ ଲୋକଙ୍କୁ ରକ୍ଷା କଲେ।
Odia Bible ERV 2004 (ପବିତ୍ର ବାଇବଲ)
ଅତି ପୂର୍ବକାଳରେ ରହୁଥିବା ମନ୍ଦ ଲୋକଙ୍କୁ ପରମେଶ୍ୱର ଦଣ୍ଡ ଦେଇଥିଲେ। ପରମେଶ୍ୱର ଆପଣା ବିରୋଧୀ ଲୋକମାନଙ୍କ ପାଇଁ ଏକ ପ୍ରଳୟକାରୀ ବନ୍ୟା ଆଣିଥିଲେ। କିନ୍ତୁ ପରମେଶ୍ୱର ନୋହ ଓ ତାହାଙ୍କ ସହ ଅନ୍ୟ ସାତ ଜଣଙ୍କୁ ସେହି ପ୍ରଳୟକାରୀ ବନ୍ୟାରୁ ରକ୍ଷା କରିଥିଲେ। ଲୋକମାନଙ୍କୁ ନୋହ ଉତ୍ତମ ଜୀବନ କାଟିବାକୁ ଉପଦେଶ ଦେଉଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ପୁରାତନ ଜଗତକୁ ମଧ୍ୟ ଛାଡ଼ିଲେ ନାହିଁ, କିନ୍ତୁ କେବଳ ଧର୍ମପ୍ରଚାରକ ନୋହଙ୍କୁ ଅନ୍ୟ ସାତ ଜଣ ସହିତ ରକ୍ଷା କରି ଧର୍ମଭ୍ରଷ୍ଟ ଜଗତରେ ଜଳପ୍ଳାବନ ଘଟାଇଲେ;
Odia IRV 2017 (ଓଡିଆ ବାଇବେଲ)
ସେ ପୁରାତନ ଜଗତକୁ ମଧ୍ୟ ଛାଡ଼ିଲେ ନାହିଁ, କିନ୍ତୁ କେବଳ ଧର୍ମପ୍ରଚାରକ ନୋହଙ୍କୁ ଅନ୍ୟ ସାତ ଜଣ ସହିତ ରକ୍ଷା କରି ଧର୍ମଭ୍ରଷ୍ଟ ଜଗତରେ ଜଳପ୍ଳାବନ ଘଟାଇଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದೆವಾನ್ ನಿತಿವಂತ್ ನೊಯೆಕ್ ಅನಿ ಸಾತ್ ಲೊಕಾಕ್ನಿ ಹುರ್ವುನ್ ಘೆಟ್ಲ್ಯಾನ್, ಅನಿ ದೆವಸ್ಪಾನ್ ನಸಲ್ಲ್ಯಾ ಲೊಕಾಕ್ನಿ ಸಗ್ಳ್ಯಾ ಜಗಾತ್ ಪಾನಿ ಭರಿಸಾರ್ಕೆ ಕರುನ್ ನಾಶ್ ಕರ್ಲ್ಯಾನ್.