2 Peter 3:5 — Compare Translations
7 translations compared side by side
Odia - 1840
"ସୁଦୂର ଅତୀତ ରେ କ'ଣ ଘଟିଥିଲା, ସମାନେେ ତାହା ମନେ ପକାଇବା ପାଇଁ ଇଚ୍ଛା କରନ୍ତି ନାହିଁ। ଆକାଶମଣ୍ଡଳ ଥିଲା, ପରମେଶ୍ବର ପାଣିରୁ ଓ ପାଣି ଦ୍ବାରା ଜଗତକୁ ସୃଷ୍ଟି କଲେ। ପରମେଶ୍ବରଙ୍କ ବାକ୍ଯ ଦ୍ବାରା ଏହା ସାଧିତ ହେଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ଜାଣି ଜାଣି ଭୁଲିଯାଆନ୍ତି ଯେ, ପୁରାକାଳରେ ଆକାଶମଣ୍ତଳ ଓ ଈଶ୍ଵରଙ୍କ ବାକ୍ୟ ଦ୍ଵାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଜାଣି ଶୁଣି ଭୁଲିଯାନ୍ତି ଯେ, ଆଦ୍ୟରେ ଈଶ୍ୱର ଆଜ୍ଞା କେଲେ ଏବଂ ଆକାଶମଣ୍ଡଳ ଓ ପୃଥିବୀ ସୃଷ୍ଟି ହେହଲା! ପୃଥିବୀ ଜଳ ମଧ୍ୟରୁ ଜଳ ପରିବେଷ୍ଟିତ ହୋଇ ଗଠିତ ହେଲା;
Odia Bible ERV 2004 (ପବିତ୍ର ବାଇବଲ)
ସୁଦୂର ଅତୀତରେ କ’ଣ ଘଟିଥିଲା, ସେମାନେ ତାହା ମନେ ପକାଇବା ପାଇଁ ଇଚ୍ଛା କରନ୍ତି ନାହିଁ। ଆକାଶମଣ୍ଡଳ ଥିଲା, ପରମେଶ୍ୱର ପାଣିରୁ ଓ ପାଣି ଦ୍ୱାରା ଜଗତକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଏହା ସାଧିତ ହେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ଜାଣି ଜାଣି ଭୁଲିଯାଆନ୍ତି ଯେ, ପୁରାକାଳରେ ଆକାଶମଣ୍ଡଳ ଓ ଈଶ୍ବରଙ୍କ ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା,
Odia IRV 2017 (ଓଡିଆ ବାଇବେଲ)
ସେମାନେ ଜାଣି ଜାଣି ଭୁଲିଯାଆନ୍ତି ଯେ, ପୁରାକାଳରେ ଆକାଶମଣ୍ଡଳ ଓ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଜଳରୁ ନିର୍ଗତ ଓ ଜଳରେ ଅବସ୍ଥିତ ପୃଥିବୀ ଥିଲା
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಲೈ ಯೆಳಾಚ್ಯಾ ಪಾಟಿ ಕಾಯ್ ಹೊಲೆ ಮನ್ತಲೆ ಯಾದ್ ಕರುನ್ ಘೆವ್ಕ್ ತೆಂಕಾ ಮನ್ ನಾ, ಸಗ್ಳ್ಯಾನ್ ಅದ್ದಿ ದೆವಾನ್ ಮಳಬ್ ರಚಲ್ಯಾನ್ ದೆವಾಚ್ಯಾ ಗೊಸ್ಟಿ ವೈನಾ ಅದ್ಲ್ಯಾ ಯೆಳಾತ್ನಾ ಅತ್ತಾಚ್ಯಾ ಯೆಳಾ ಪತರ್ ಸಗ್ಳೆ ಹಾಯ್, ಅನಿ ಜಿಮಿನ್ ಬಿ ಪಾನಿಯಾ ವರ್ತಿ ಟೆಕುನ್ ಹಾಯ್.