2 Peter 3:6 — Compare Translations
7 translations compared side by side
Odia - 1840
"ତାହା ପରେ ସହେି ସଂସାର ପ୍ରଳୟଙ୍କାରୀ ବନ୍ଯା ଜଳ ଦ୍ବାରା ନଷ୍ଟ ହାଇଗେଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ତଦ୍ଦ୍ଵାରା ସେହି କାଳର ଜଗତ ଜଳରେ ପ୍ଳାବିତ ହୋଇ ବିନଷ୍ଟ ହେଲା;
Odia BSI (ପବିତ୍ର ବାଇବଲ (CL) NT (BSI))
ପୁଣି, ସେହି ପୁରାତନ ପୃଥିବୀ ଜଳୁପ୍ଳାବନ ଦ୍ୱାରା ବିନଷ୍ଟ ହେଲା।
Odia Bible ERV 2004 (ପବିତ୍ର ବାଇବଲ)
ତାହା ପରେ ସେହି ସଂସାର ପ୍ରଳୟକାରୀ ବନ୍ୟା ଜଳ ଦ୍ୱାରା ନଷ୍ଟ ହୋଇଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ତଦ୍ୱାରା ସେହି କାଳର ଜଗତ ଜଳରେ ପ୍ଳାବିତ ହୋଇ ବିନଷ୍ଟ ହେଲା;
Odia IRV 2017 (ଓଡିଆ ବାଇବେଲ)
ଆଉ ତଦ୍ୱାରା ସେହି କାଳର ଜଗତ ଜଳରେ ପ୍ଳାବିତ ହୋଇ ବିନଷ୍ଟ ହେଲା;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆಚ್ಯಾ ವೈನಾ ತ್ಯಾ ಯೆಳಾತ್ಲೊ ಜಗ್ ಪಾನಿಯಾತ್ ಬುಡುನ್ ನಾಶ್ ಹೊವ್ನ್ ಗೆಲೊ.