2 Samuel 1:25 — Compare Translations
5 translations compared side by side
Odia - 1840
"ବୀରମାନେ ୟକ୍ସ୍ଟଦ୍ଧ ରେ ପତିତ ହେଲ। ଯୋନାଥନ ତକ୍ସ୍ଟମ୍ଭ ରାଜା ପର୍ବତ ରେ ହତ ହେଲ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବୀରମାନେ ଯୁଦ୍ଧ ମଧ୍ୟରେ କିପରି ପଡ଼ିଲେ । ଯୋନାଥନ ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ ।
Odia Bible ERV 2004 (ପବିତ୍ର ବାଇବଲ)
“ବୀରମାନେ ଯୁଦ୍ଧରେ ପତିତ ହେଲେ। ଯୋନାଥନ ତୁମ୍ଭ ରାଜା ପର୍ବତରେ ହତ ହେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବୀରମାନେ ଯୁଦ୍ଧ ମଧ୍ୟରେ କିପରି ମରିଅଛନ୍ତି। ଯୋନାଥନ ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ।
Odia IRV 2017 (ଓଡିଆ ବାଇବେଲ)
ବୀରମାନେ ଯୁଦ୍ଧ ମଧ୍ୟରେ କିପରି ମରିଅଛନ୍ତି। ଯୋନାଥନ ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ।