2 Samuel 1:27 — Compare Translations
5 translations compared side by side
Odia - 1840
"ବୀରମାନେ ୟକ୍ସ୍ଟଦ୍ଧ ରେ ପତିତ ହେଲ ଏବଂ ୟକ୍ସ୍ଟଦ୍ଧାସ୍ତ୍ରଗକ୍ସ୍ଟଡିକ ଧ୍ବଂସ କରାଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବୀରମାନେ କିପରି ପତିତ ହେଲେ ଓ ଯୁଦ୍ଧାସ୍ତ୍ରସକଳ ବିନଷ୍ଟ ହେଲା ।
Odia Bible ERV 2004 (ପବିତ୍ର ବାଇବଲ)
ବୀରମାନେ ଯୁଦ୍ଧରେ ପତିତ ହେଲେ ଏବଂ ଯୁଦ୍ଧାସ୍ତ୍ରଗୁଡ଼ିକ ଧ୍ୱଂସ କରାଗଲା।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବୀରମାନେ କିପରି ପତିତ ହେଲେ ଓ ଯୁଦ୍ଧାସ୍ତ୍ରସକଳ ବିନଷ୍ଟ ହେଲା।”
Odia IRV 2017 (ଓଡିଆ ବାଇବେଲ)
ବୀରମାନେ କିପରି ପତିତ ହେଲେ ଓ ଯୁଦ୍ଧାସ୍ତ୍ରସକଳ ବିନଷ୍ଟ ହେଲା।”