2 Samuel 1:9 — Compare Translations
5 translations compared side by side
Odia - 1840
"ତା'ପରେ ଶାଉଲ କହିଲେ, 'ତୁମ୍ଭେ ମାେତେ ହତ୍ଯା କର। କାରଣ ମୁ ବଡ ୟନ୍ତ୍ରଣା ପାଉଛି। ତଥାପି ମାେ ପ୍ରାଣ ସଐୂର୍ଣ ରହିଅଛି।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ସେ ମୋତେ କହିଲେ, ବିନୟ କରୁଅଛି, ମୋʼ ନିକଟରେ ଠିଆ ହୋଇ ମୋତେ ବଧ କର, କାରଣ ମୋତେ ବଡ଼ ଯନ୍ତ୍ରଣା ଆକ୍ରା; କରିଅଛି; ତଥାପି ଏପର୍ଯ୍ୟନ୍ତ ମୋʼଠାରେ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଶାଉଲ କହିଲେ, ‘ତୁମ୍ଭେ ମୋତେ ହତ୍ୟା କର। କାରଣ ମୁଁ ବଡ଼ ଯନ୍ତ୍ରଣା ପାଉଛି। ତଥାପି ମୋ’ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ସେ ମୋତେ କହିଲେ, ‘ବିନୟ କରୁଅଛି, ମୋʼ ଉପରେ ଠିଆ ହୋଇ ମୋତେ ବଧ କର, ମୋତେ ବଡ଼ କଷ୍ଟ ହେଉଅଛି; କାରଣ ଏପର୍ଯ୍ୟନ୍ତ ମୋʼ ଠାରେ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି।’
Odia IRV 2017 (ଓଡିଆ ବାଇବେଲ)
ତେବେ ସେ ମୋତେ କହିଲେ, “ବିନୟ କରୁଅଛି, ମୋ’ ଉପରେ ଠିଆ ହୋଇ ମୋତେ ବଧ କର, ମୋତେ ବଡ଼ କଷ୍ଟ ହେଉଅଛି; କାରଣ ଏପର୍ଯ୍ୟନ୍ତ ମୋ’ଠାରେ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି।”