2 Samuel 12:26 — Compare Translations

5 translations compared side by side

Odia - 1840
"ଅେମ୍ମାନୀୟମାନଙ୍କର ରାଜଧାନୀ ସହର ରଦ୍ଦାକକ୍ସ୍ଟ ଯୋୟାବ ୟକ୍ସ୍ଟଦ୍ଧ କରି କରଗତ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥି ମଧ୍ୟରେ ଯୋୟାବ ଅମ୍ମୋନସନ୍ତାନଗଣର ରବ୍ବା ନଗର ପ୍ରତିକୂଳରେ ଯୁଦ୍ଧ କରି ରାଜନଗର ହସ୍ତଗତ କଲା ।
Odia Bible ERV 2004 (ପବିତ୍ର ବାଇବଲ)
ଦାଉଦ ରବ୍ବାକୁ ଆୟତ୍ତ କଲେ ଅମ୍ମୋନୀୟମାନଙ୍କର ରାଜଧାନୀ ସହର ରବ୍ବାକୁ ଯୋୟାବ ଯୁଦ୍ଧ କରି କରଗତ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିମଧ୍ୟରେ ଯୋୟାବ ଅମ୍ମୋନ-ସନ୍ତାନଗଣର ରବ୍ବା ନଗର ପ୍ରତିକୂଳରେ ଯୁଦ୍ଧ କରି ରାଜନଗର ଅଧିକାର କଲା।
Odia IRV 2017 (ଓଡିଆ ବାଇବେଲ)
ଏଥି ମଧ୍ୟରେ ଯୋୟାବ ଅମ୍ମୋନ ସନ୍ତାନଗଣର ରବ୍ବା ନଗର ପ୍ରତିକୂଳରେ ଯୁଦ୍ଧ କରି ରାଜନଗର ଅଧିକାର କଲା।