2 Samuel 13:11 — Compare Translations
5 translations compared side by side
Odia - 1840
"ତାହାକକ୍ସ୍ଟ ଖକ୍ସ୍ଟଆଇବା ପାଇଁ ତାହା ନିକଟକକ୍ସ୍ଟ ନିଅନ୍ତେ ସେ ତାମରକକ୍ସ୍ଟ ଧରି କହିଲା, ଆସ ମାରେ ଭଉଣୀ ମାେ ପାଖ ରେ ଶଯନ କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ତାହାକୁ ଖୁଆଇବା ପାଇଁ ତାହା ନିକଟକୁ ନିଅନ୍ତେ, ସେ ତାମରକୁ ଧରି କହିଲା, ଆସ, ମୋʼ ଭଗିନୀ, ମୋʼ ସଙ୍ଗରେ ଶୁଅ ।
Odia Bible ERV 2004 (ପବିତ୍ର ବାଇବଲ)
ତାହାକୁ ଖୁଆଇବା ପାଇଁ ତାହା ନିକଟକୁ ନିଅନ୍ତେ ସେ ତାମରକୁ ଧରି କହିଲା, “ଆସ ମୋର ଭଉଣୀ ମୋ’ ପାଖରେ ଶୟନ କର।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି ତାହାକୁ ଖୁଆଇବା ପାଇଁ ତାହା ନିକଟକୁ ନିଅନ୍ତେ, ସେ ତାମରକୁ ଧରି କହିଲା, “ଆସ, ମୋʼ ଭଉଣୀ, ମୋʼ ସଙ୍ଗରେ ଶୁଅ।”
Odia IRV 2017 (ଓଡିଆ ବାଇବେଲ)
ପୁଣି ତାହାକୁ ଖୁଆଇବା ପାଇଁ ତାହା ନିକଟକୁ ନିଅନ୍ତେ, ସେ ତାମରକୁ ଧରି କହିଲା, “ଆସ, ମୋ’ ଭଉଣୀ, ମୋ’ ସଙ୍ଗରେ ଶୁଅ।”