2 Samuel 13:2 — Compare Translations
5 translations compared side by side
Odia - 1840
"ଅମ୍ମାନେ ନିଜର ସାବତ ଭଉଣୀ ତାମରକକ୍ସ୍ଟ ଭଲପାଇ ବସିଲା ଓ ତା' ପ୍ ରମେ ରେ ତାକକ୍ସ୍ଟ ଜ୍ବର ଆସିଗଲା। ତାମର ଅନକ୍ସ୍ଟଢା ଥିଲା। ଅମ୍ମାନେ ତାକକ୍ସ୍ଟ ବହକ୍ସ୍ଟତ ଗ୍ଭହକ୍ସ୍ଟଁଥିଲା, କିନ୍ତୁ ତା' ସହିତ ଏକାକି ରହିବା ପାଇଁ ଅବକାଶ ପାଇଲା ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଅମ୍ନୋନ ଆପଣା ଭଗିନୀ ତାମର ଲାଗି ଏପରି ଆକୁଳ ହେଲା ଯେ, ସେ ପୀଡ଼ିତ ହେଲା; କାରଣ ତାମର ଅନୂଢ଼ା ଥିଲା ଓ ତାହା ପ୍ରତି କିଛି କରିବାକୁ ଅମ୍ନୋନକୁ କଷ୍ଟକର ବୋଧ ହେଲା ।
Odia Bible ERV 2004 (ପବିତ୍ର ବାଇବଲ)
ଅମ୍ନୋନ ନିଜର ସାବତ ଭଉଣୀ ତାମରକୁ ଭଲପାଇ ବସିଲା ଓ ତା’ ପ୍ରେମରେ ତାକୁ ଜ୍ୱର ଆସିଗଲା। ତାମର ଅନୁଢ଼ା ଥିଲା। ଅମ୍ନୋନ ତାକୁ ବହୁତ ଗ୍ଭହୁଁଥିଲା, କିନ୍ତୁ ତା’ ସହିତ ଏକାକି ରହିବା ପାଇଁ ଅବକାଶ ପାଇଲା ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି ଅମ୍ନୋନ ଆପଣା ଭଉଣୀ ତାମର ଲାଗି ଏପରି ଆକୁଳ ହେଲା ଯେ, ସେ ପୀଡ଼ିତ ହେଲା; କାରଣ ତାମର ଅନୂଢ଼ା ଥିଲା ଓ ତାହା ପ୍ରତି କିଛି କରିବାକୁ ଅମ୍ନୋନକୁ କଷ୍ଟକର ବୋଧ ହେଲା।
Odia IRV 2017 (ଓଡିଆ ବାଇବେଲ)
ପୁଣି ଅମ୍ନୋନ ଆପଣା ଭଉଣୀ ତାମର ଲାଗି ଏପରି ଆକୁଳ ହେଲା ଯେ, ସେ ପୀଡ଼ିତ ହେଲା; କାରଣ ତାମର ଅନୂଢ଼ା ଥିଲା ଓ ତାହା ପ୍ରତି କିଛି କରିବାକୁ ଅମ୍ନୋନକୁ କଷ୍ଟକର ବୋଧ ହେଲା।