2 Samuel 14:21 — Compare Translations
5 translations compared side by side
Odia - 1840
"ରାଜା ଯୋୟାବକକ୍ସ୍ଟ କହିଲେ, ଦେଖ, ମୁ ସହେି କଥା କଲି। ଏଣୁ ୟାଅ ସହେି ୟକ୍ସ୍ଟବକ ଅବଶା ଲୋମକକ୍ସ୍ଟ ପକ୍ସ୍ଟନର୍ବାର ଆଣ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିଉତ୍ତାରେ ରାଜା ଯୋୟାବକୁ କହିଲେ, ଆଚ୍ଛା, ଦେଖ, ମୁଁ ସେହି କଥା କଲି, ଏଣୁ ଯାଅ, ସେ ଯୁବା ଅବଶାଲୋମକୁ ପୁନର୍ବାର ଆଣ ।
Odia Bible ERV 2004 (ପବିତ୍ର ବାଇବଲ)
ଅବଶାଲୋମ ଯିରୁଶାଲମକୁ ଫେରି ଆସିଲେ ରାଜା ଯୋୟାବକୁ କହିଲେ, “ଦେଖ, ମୁଁ ସେହି କଥା କଲି। ଏଣୁ ଯାଅ ସେହି ଯୁବକ ଅବଶାଲୋମକୁ ପୁନର୍ବାର ଆଣ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ରାଜା ଯୋୟାବକୁ କହିଲେ, “ଆଚ୍ଛା, ଦେଖ, ମୁଁ ଏହି କଥା କରିବି, ଏଣୁ ଯାଅ, ସେ ଯୁବା ଅବଶାଲୋମଙ୍କୁ ପୁନର୍ବାର ଆଣ।”
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ରାଜା ଯୋୟାବକୁ କହିଲେ, “ଆଚ୍ଛା, ଦେଖ, ମୁଁ ଏହି କଥା କରିବି, ଏଣୁ ଯାଅ, ସେ ଯୁବା ଅବଶାଲୋମକୁ ପୁନର୍ବାର ଆଣ।”