2 Samuel 16:7 — Compare Translations
5 translations compared side by side
Odia - 1840
"ଶିମିଯି ଦାଉଦଙ୍କକ୍ସ୍ଟ ଅଭିଶାପ ଦେଉଥିଲା ଏବଂ କହିଲା, ଆ ରେ ହତ୍ଯାକାରୀ ଏବଂ ମନ୍ଦ ଲୋକ ଏଠାରକ୍ସ୍ଟ ଦୂର ହକ୍ସ୍ଟଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଶିମୀୟି ଶାପ ଦେଉ ଦେଉ ଏପରି କହିଲା, ଆରେ ରକ୍ତପାତୀ ମନୁଷ୍ୟ, ଆରେ ପାପାଧମ ଲୋକ, ଦୂର୍, ଦୂର୍;
Odia Bible ERV 2004 (ପବିତ୍ର ବାଇବଲ)
ଶିମିୟି ଦାଉଦଙ୍କୁ ଅଭିଶାପ ଦେଉଥିଲା ଏବଂ କହିଲା, “ଆରେ ହତ୍ୟାକାରୀ ଏବଂ ମନ୍ଦ ଲୋକ ଏଠାରୁ ଦୂର ହୁଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି ଶିମୀୟି ଅଭିଶାପ ଦେଉ ଦେଉ ଏପରି କହିଲା, “ଆରେ ରକ୍ତପାତୀ ମନୁଷ୍ୟ, ଆରେ ପାପାଧମ ଲୋକ, ଦୁର୍ ହୁଅ, ଚାଲିଯାଅ!
Odia IRV 2017 (ଓଡିଆ ବାଇବେଲ)
ପୁଣି ଶିମୀୟି ଅଭିଶାପ ଦେଉ ଦେଉ ଏପରି କହିଲା, “ଆରେ ରକ୍ତପାତୀ ମନୁଷ୍ୟ, ଆରେ ପାପାଧମ ଲୋକ, ଦୁର୍ ହୁଅ, ଚାଲି ଯାଅ!